REAL HERO FOUJI ODISHA
Photo
ଫରେଷ୍ଟ ଗାର୍ଡ Mock Test 🖇️ Link
https://osssc.cbexams.com/ossscmocktestapp/reg.aspx
https://osssc.cbexams.com/ossscmocktestapp/reg.aspx
👍1
REAL HERO FOUJI ODISHA
76.pdf
SSC GD Physical ଏବେ Ground ରେ ହୋଇପାରେ
ସମସ୍ତ SSC GD Candidate ଯେଉଁମାନେ PET/PST ଦେବେ, ଏପର୍ଯ୍ୟନ୍ତ PET/PST କେଉଁ FORCE କରିବ ତାହା 15 MAY ସୁଦ୍ଧା ଜଣା ପଡ଼ିଯିବ , ଓ ITBP ତରଫରୁ ଯେଉଁ ନୋଟିସ୍ ଆସିଛି ତ ତାହା RELETED ରେ ଏକ ଭିଡ଼ିଓ ଆସିବ, ଆଉ ଏବେ ଯେଉଁ NOTICE ର Photo ଦେଖୁଛ ତାହା ହେଉଛି CRPF ଯାହାକି SSC GD ରେ ପୂର୍ବ ବର୍ଷ PET/PST କରିଥିଲା , ଭଲ ଭାବରେ ନୋଟିସ୍ କୁ ଦେଖ ଜାଣି ପାରିବ କଣ ଅଛି
👍1