Prep Learn
1.52K subscribers
2.53K photos
54 videos
874 files
1.87K links
🌼Official Channel Created For Upcoming All Exam By 📥 @BibhutiOram

YT Channel :https://www.youtube.com/@bibhutioram
WhatsApp :https://whatsapp.com/channel/0029VaAVR5tKgsO0oYUqUy3F
If You Have Any Problems Message Me https://t.me/bibhutioram
Download Telegram
Forwarded from Bibhuti Oram Official (Bibhuti Oram)
Forwarded from Bibhuti Oram Official (Bibhuti Oram)
Bibhuti Oram Official
Active: They have finished the work.
They plural ଅଟେ ସେଥିପାଇଁ have ଅଛି,
The Work singular ଅଟେ ସେଥିପାଇଁ Has been ହେବ କି Have been ହେବ?
Forwarded from Bibhuti Oram Official (Bibhuti Oram)
କ୍ରିୟାର ମୂଳ ରୂପ କଣ?
Anonymous Quiz
68%
A. ଧାତୁ
10%
B. ଶବ୍ଦ
20%
C. ପ୍ରକୃତି
2%
D. କାଳ
Forwarded from Bibhuti Oram Official (Bibhuti Oram)
ଧାତୁର ମୂଳ ରୂପକୁ କଣ କୁହାଯାଏ?
Anonymous Quiz
39%
A. ଶବ୍ଦ
14%
B. ଧାତୁ
45%
C. ପ୍ରକୃତି
2%
D. ବିଶେଷଣ
🤔1
Forwarded from Bibhuti Oram Official (Bibhuti Oram)
ପ୍ରତ୍ୟୟ ଯୁକ୍ତ ହେବା ପରେ ଗୋଟିଏ ବର୍ଣ୍ଣର ସ୍ଥାନରେ ଆଉ ଗୋଟିଏ ବର୍ଣ୍ଣ ବସିଲେ ତାହାକୁ କଣ କୁହାଯାଏ?
Anonymous Quiz
39%
A. ଆଗମ
13%
B. ଗୁଣ
29%
C. ଆଦେଶ
19%
D. ଲୋପ
Forwarded from Bibhuti Oram Official (Bibhuti Oram)
“ଲୀ + ତ = ଲୀନ” ଏଠାରେ କେଉଁ ପ୍ରକାର ପରିବର୍ତ୍ତନ ହୋଇଛି?
Anonymous Quiz
29%
A. ଆଗମ
26%
B. ଗୁଣ
34%
C. ବୃଦ୍ଧି
11%
D. ଆଦେଶ
Forwarded from Bibhuti Oram Official (Bibhuti Oram)
“ଭୂ + ଯ” ଏଠାରେ ‘ଭୃ’ ଓ ‘ଯ’ ମଝିରେ ‘ତ’ ଯୋଗ ହେବା କେଉଁଟି?
Anonymous Quiz
19%
A. ଆଦେଶ
52%
B. ଆଗମ
19%
C. ଗୁଣ
10%
D. ବୃଦ୍ଧି
Forwarded from Bibhuti Oram Official (Bibhuti Oram)
ପ୍ରତ୍ୟୟ ଯୁକ୍ତ ହେବା ପରେ ନୂଆ ବର୍ଣ୍ଣ ଯୋଗ ହେଲେ ତାହାକୁ କଣ କୁହାଯାଏ?
Anonymous Quiz
6%
A. ଲୋପ
32%
B. ଆଦେଶ
55%
C. ଆଗମ
6%
D. ଗୁଣ
Forwarded from Bibhuti Oram Official (Bibhuti Oram)
ଧାତୁରେ ପ୍ରତ୍ୟୟ ଯୁକ୍ତ ହେବା ପରେ କୃଦନ୍ତ ପଦ ବା ନୂତନ ଶବ୍ଦରେ କେତେ ପ୍ରକାର ପରିବର୍ତ୍ତନ ଘଟେ?
Anonymous Quiz
19%
A. ତିନି
42%
B. ଚାରି
38%
C. ପାଞ୍ଚ
0%
D. ଛଅ
Forwarded from Bibhuti Oram Official (Bibhuti Oram)
ପ୍ରଶ୍ନ: ଧାତୁରେ ପ୍ରତ୍ୟୟ ଯୁକ୍ତ ହେବା ପରେ କୃଦନ୍ତ ପଦ ବା ନୂତନ ଶବ୍ଦରେ ଘଟୁଥିବା ପରିବର୍ତ୍ତନଗୁଡିକୁ ସଠିକ କ୍ରମରେ ଲେଖିବାକୁ କ’ଣ କୁହାଯାଏ?
Anonymous Quiz
21%
A. ଆଗମ, ଆଦେଶ, ବୃଦ୍ଧି, ଗୁଣ, ଲୋପ
46%
B. ଆଦେଶ, ଆଗମ, ଗୁଣ, ବୃଦ୍ଧି, ଲୋପ
21%
C. ଗୁଣ, ବୃଦ୍ଧି, ଆଦେଶ, ଆଗମ, ଲୋପ
13%
D. ଲୋପ, ବୃଦ୍ଧି, ଗୁଣ, ଆଦେଶ, ଆଗମ
Forwarded from Bibhuti Oram Official (Bibhuti Oram)
ଧାତୁ + ପ୍ରତ୍ୟୟ ଯୋଗ ହେବାକୁ କ’ଣ କୁହାଯାଏ?
Anonymous Quiz
60%
A. କୃଦନ୍ତ
24%
B. ତଦ୍ଧିତ
16%
C. ସମାସ
0%
D. ବିଶେଷଣ
Forwarded from Bibhuti Oram Official (Bibhuti Oram)
ଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ + ପ୍ରତ୍ୟୟ ଯୋଗ ହେବାକୁ କ’ଣ କୁହାଯାଏ?
Anonymous Quiz
31%
A. କୃଦନ୍ତ
50%
B. ତଦ୍ଧିତ
19%
C. ସମାସ
0%
D. ବିଶେଷଣ
Forwarded from Bibhuti Oram Official (Bibhuti Oram)
The Supreme Court and High Courts have power to issue writs in the nature of Habeas Corpus, Quo Warranto, Mandamus, Certiorari, Prohibition, etc., under ____.
Anonymous Quiz
8%
A. Articles 42 and 26, respectively
23%
B. Articles 26 and 42, respectively
38%
C. Articles 226 and 32, respectively
31%
D. Articles 32 and 226, respectively