⚪ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦେଉଥିଲେ ହୋଇଯାଆନ୍ତୁ ସାବଧାନ! ବନ୍ଧା ହେବେ ଗାଡିମାଲିକ⚪
ନାବାଳକ ହାତରେ ଗାଡ଼ି ଦେଉଥିଲେ ସାବଧାନ । ନାବାଳକ ଗାଡ଼ି ଚାଳକଙ୍କ ଦ୍ବାରା ଦୁର୍ଘଟଣା ଘଟିଲେ ଜେଲ୍ ଯିବେ ଗାଡ଼ିମାଲିକ । ତିନି ବର୍ଷର ଜେଲ ସହ ଗାଡି ରେଜିଷ୍ଟ୍ରେସନ ଗୋଟିଏ ବର୍ଷ ପାଇଁ ବାତିଲ ହେବ । ଏଭଳି କଡ଼ା ନିୟମ କାର୍ଯ୍ଯକାରୀ କରିବାକୁ ଯାଉଛି ରାଜ୍ଯ ପରିବହନ ବିଭାଗ । ଏଥିପାଇଁ କାଲିଠୁ ହେବ ଜୋରଦାର ଚେକିଂ । ବିନା ସୂଚନାରେ ରାଜ୍ଯର ବିଭିନ୍ନ ଅଂଚଳରେ ଅଚାନକ ଚଢାଉ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଲାଲ ମୋହନ ସେଠୀ ।
ରାଜ୍ୟରେ ବହୁ ସଂଖ୍ୟକ ନାବାଳକ-ନାବାଳିକା ଅତିବିପଦଜନକ ଅବସ୍ଥାରେ ଗାଡି ଚଳାଉଛନ୍ତି । ଏ ସଂପର୍କରେ ଅଭିଭାବକ ଓ ପିଲାଙ୍କ ମଧ୍ଯରେ ସୃଷ୍ଟି ପାଇଁ ସାରା ରାଜ୍ଯରେ ବ୍ୟାପକ ଚେକିଂ ଓ ବ୍ଲକିଂ କରାଯାଉଛି । ନାବାଳକ ଗାଡ଼ି ଚଳାଇବା ନେଇ ଗତ ଦୁଇ ଦିନରେ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୮ଟି ଗାଡ଼ି ଜବତ ହୋଇଛି । ଜବତ ଗାଡି ମାଲିକଙ୍କଠାରୁ ୨୫ ହଜାର ଲେଖାଁ ଫାଇନ ଆଦାୟ କରାଯାଉଛି । ନାବାଳକ-ନାବାଳିକାଙ୍କୁ ଯେପରି ୨୫ ବର୍ଷ ହେଲା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ନମିଳିବ ସେଥି ପାଇଁ ବ୍ୟବସ୍ଥା କରାଯାଉଛି ।

112324_Mining_written_program.pdf
233.2 KB
🔴 OPSC
🔴 Programme notice of Written examination Recruitment to the Posts of Mining Officer (Advt. No. 11 of 2023-24)

Model Noting & Drafting.pdf
2 MB
‼️ଓଡିଆ ଭାଷାରେ କିପରି ପ୍ରସ୍ତୁତ କରିବେ "ଟିପ୍ପଣୀ (Noting)" ଓ "Drafting(ଚିଠା ପ୍ରସ୍ତୁତି)"
Nine Budget Priorities in Pursuit of "VIKSIT BHARAT" (Union Budget 2024) | PART 2
❇ JiyaRai, a 16-year-old Mumbai resident diagnosed with Autism Spectrum Disorder, has achieved a remarkable milestone by becoming the youngest and fastest para swimmer to cross the English Channel.
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
❇ River Brahmaputra:
•States & Regions covered
•Tributaries
•Protected Areas along Brahmaputra
•Biodiversity found
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
•States & Regions covered
•Tributaries
•Protected Areas along Brahmaputra
•Biodiversity found
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜