🟡ମହଙ୍ଗା ରିଚାର୍ଜ ପ୍ଲାନ୍: ଭାଙ୍ଗିଲା ସିମ୍ ପୋର୍ଟିଂ ରେକର୍ଡ, ଅପରେଟର୍ ବଦଳାଇବେ ୧୦୦ କୋଟିରୁ ଅଧିକ ଉପଭୋକ୍ତା🟡
ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ସହ ତାଳ ଦେଇ ହଠାତ୍ ବଢ଼ିଛି ଟେଲିକମ୍ ଟାରିଫ୍ ମୂଲ୍ୟ। ଏଥିଯୋଗୁ ମହଙ୍ଗା ହୋଇଛି ରିଚାର୍ଜ ପ୍ଲାନ୍। ଘରୋଇ ଟେଲିକମ କମ୍ପାନୀଗୁଡିକ ଚଳିତମାସ ଜୁଲାଇ ୩ରେ ସେମାନଙ୍କର ରିଚାର୍ଜ ପ୍ଲାନଖରେ ବୃଦ୍ଧି ଘଟାଇ ନୂଆ ଟାରିଫ୍ ଘୋଷଣା କରିଛନ୍ତି। ଟାରିଫ୍ ପ୍ଲାନ୍ ମୂଲ୍ୟରେ ଏହି ବୃଦ୍ଧି ଏବେ ମୋବାଇଲରେ କଥା ହେବାକୁ ଅତ୍ୟଧିକ ମହଙ୍ଗା କରିଦେଇଛି। ଫଳସ୍ବରୂପ ମୋବାଇଲ ରିଚାର୍ଜକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି।
ଉପଭୋକ୍ତାମାେନ ପୁଣି ଥରେ ସରକାରୀ ବା ରାଷ୍ଟ୍ରାୟତ୍ତ ଟେଲିକମ୍ ସେବା ପ୍ରଦାନକାରୀ ଭାରତ ସଞ୍ଚାର ନିଗମ ଲିମିଟେଡ୍( ବିଏସ୍ଏନ୍ଏଲ୍)କୁ ଯିବାକୁ ମନ ବଳାଇଛନ୍ତି। ଏଥିଯୋଗୁ ଏବେ ହଠାତ୍ ନମ୍ବର ପୋର୍ଟିଂ ବଢ଼ିଯାଇଛି। ବହୁ ସଂଖ୍ୟାରେ ଟେଲିକମ୍ ଉପଭୋକ୍ତା ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍ଏନ୍ପି) ଜରିଆରେ ସେମାନଙ୍କର ଅପରେଟର ପରିବର୍ତ୍ତନ କରିବାକୁ ମନବଳାଇଛନ୍ତି। ସାରା ଦେଶରେ ୧୦୦ କୋଟିରୁ ଅଧÒକ ଉପଭୋକ୍ତା ଏମ୍ଏନ୍ପି ପାଇଁ ଅନୁରୋଧ କରିଛନ୍ତି, ଯାହାକି ଏକ ରେକର୍ଡ। ଟେଲିକମ୍ ବିଭାଗ (ଡିଓଟି) ଦେଶରେ ଟେଲିକମ୍ ଉପଭୋକ୍ତାଙ୍କୁ ମୋବାଇଲ ନମ୍ବର ନ ବଦଳାଇ କେବଳ ନେଟୱାର୍କ ପ୍ରଦାନକାରୀ ବା ଅପରେଟର ବଦଳାଇବାର ସୁବିଧା ପ୍ରଦାନ କରୁଛି। ଡିଓଟିର ରିପୋର୍ଟ ଅନୁଯାୟୀ, ଘରୋଇ ଟେଲିକମ୍ କମ୍ପାନୀଗୁଡିକ ପକ୍ଷରୁ ବର୍ଦ୍ଧିତ ଟାରିଫ ବୃଦ୍ଧି ଘୋଷଣା ପରଠାରୁ ଜୁଲାଇ ୬ ସୁଦ୍ଧା କ୍ରମଶଃ ଏହି ମୋବାଇଲ ନମ୍ବରଗୁଡ଼ିକର ପୋର୍ଟେବିଲିଟି ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟିଆରଏଆଇ)ଙ୍କ ଅନୁସାରେ ଭାରତରେ ହାରାହାରି ମାସକୁ ୧.୧ କୋଟି ଲୋକେ ମୋବାଇଲ ସିମ୍ ପୋର୍ଟିଂ କରିବାକୁ ଅନୁରୋଧ କରୁଥିବା ଜଣାଯାଇଛି।

👍3
📌📌📌📌📌
ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ଏମସିସି ଜାରି କଲା ବିଜ୍ଞପ୍ତି, ପ୍ରଥମ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ । ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ, ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ । ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି ।

🚨Derailment of 12810 Howrah - Mumbai Mail near Barabamboo station of Chakradharpur Division
📞Following helpline numbers have been issued:
-Tatanagar: 06572290324
-Chakradharpur: 06587 238072
-Rourkela: 06612501072/ 06612500244
-Howrah: 9433357920/ 03326382217
-Jharsuguda: 06645-272530

🔥 IMPORTANT SCHEME of STATE for SSC CGL
📁 Earn with Learn’ Scheme | Mukhyamantri Chaa Srami Kalyan Prakalpa → Tripura
📁 Naari Ko Naman’ scheme → HP
📁 CHHATA Scheme → Odisha Govt
📁 ‘Mahila Nidhi’ Scheme → Rajasthan
📁“Cheerag scheme” for EWS students | “Matrushakti Udaymita Scheme | “E-Adhigam’ Scheme - Haryana
📁Village Defense Guards Scheme - J&K
📁“CM Udyaman Khiladi Unnayan Yojana” | Him Prahari Scheme - Uttrakhand
📁 Pudhumai Penn Scheme | ‘Chief Minister’s Breakfast Scheme’ | “Ennum Ezhuthum scheme “ - Tamilnadu
📁 “Rural Backyard Piggery Scheme’ - Meghalaya
📁 “Mission Kushal Karmi” | “Mukhyamantri Muft Sewer Connection Yojana” - Delhi
📁 “MEDISEP” | ‘eggs and milk scheme’ for Anganwadi children - Kerala
📁 Family Doctor - Andhra Pradesh
📁 UMEED Market Place - J&K
📁 ‘Vidya Rath – School on Wheels' | “Swanirbhar Naari" - Assam
📁 Kashi Yatra - Karnataka
📁 Udyam Kranti Yojana | ‘Ladli Laxmi scheme 2.0’ - MP
📁 “Mukhyamantri Mitaan Yojana’ | ‘Kaushalya Matritva Yojana’ - Chhatisgarh
📁 ‘Mukhyamantri Matrushakti Yojana’ - Gujarat
📁 “FRUIT” software for farmer schemes - Karnataka
📁 Jivhala : A loan scheme - Maharashtra
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜

👍2🥰1
🟫 NSP SCHOLARSHIP 2024
🟫 CENTRAL SECTOR SCHEME OF SCHOLARSHIPS FOR COLLEGE AND UNIVERSITY STUDENTS
⬇️⬇️⬇️⬇️⬇️⬇️⬇️⬇️⬇️⬇️⬇️⬇️

👍1
CSSS 2024.pdf
605.6 KB
🟫 GUIDELINES FOR THE COMPONENT SCHEME –CENTRAL SECTOR SCHEME OF SCHOLARSHIP FOR COLLEGE AND
UNIVERSITY STUDENTS (PM-USP CSSS)
UNIVERSITY STUDENTS (PM-USP CSSS)
FAQ CSSS 2024.pdf
396.9 KB
🟫 FREQUENTLY ASKED QUESTIONS (FAQ)
2024-25
2024-25
🟫 କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ SCHOLARSHIP ସମସ୍ତଙ୍କୁ ମିଳେ, ଯଦି ଆପଣ ମାନେ ଯୋଗ୍ୟ ତେବେ ନିଶ୍ଚିତ ଆବେଦନ କରନ୍ତୁ ll
☝️☝️☝️☝️☝️☝️☝️☝️☝️☝️☝️☝️☝️
☝️☝️☝️☝️☝️☝️☝️☝️☝️☝️☝️☝️☝️
#UIDAI’s AI/ML-based chat support is available for better interaction!
Now individuals can track #Aadhaar PVC card status, register & track grievances, etc.
To interact with #AadhaarMitra, visit: uidai.gov.in

Cancellation_Notice_MP1022430724.pdf
84.9 KB
Latest SSC Update⚡️:
CANCELLATION NOTICE OF PHASE-XII/2024/SELECTION POSTS- POST CODE MP10224

ଓଡ଼ିଶାରେ ଏହି ସବୁ ଜିଲ୍ଲା( କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, ସମ୍ବଲପୁର, ମୟୂରଭଞ୍ଜ)ରେ ରହି ଡିଜିଟାଲ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନେଟୱର୍କ18 ଆଣିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଭିଡିଓ ଏଡିଟିଂ ଜାଣନ୍ତି, ହାଲକାଫୁଲ୍କା ଓ ସଫ୍ଟ ଖବର ପରିବେଷଣ ପାଇଁ ଆଗ୍ରହୀ ତେବେ ଆପଣଙ୍କ ବାୟୋଡାଟା/ସବିଶେଷ ବିବରଣୀ local18jobs@news18.com କୁ ପଠାନ୍ତୁ l
Filling of post of DD(EDP) on deputation basis reg30724..pdf
2 MB
Latest SSC Update⚡️:
Advertisement for the post of DD(EDP) on deputation basis

Filling_of_post_of_DDR&A_on_deputation_basis_reg_30724.pdf
1.9 MB
Latest SSC Update⚡️:
Advertisement for the post of DD(R&A) on deputation basis