N E W S M A R K E T ™️
11.7K subscribers
73.8K photos
28 videos
26.1K files
13.2K links
🌎 NEWS MARKET CHANNEL

📢 | DAILY NEWS & CURRENT AFFAIRS
📢 | EDUCATIONAL INFORMATION NOTICE
📢 | GOVT. ALL NOTICE
📢 | OPSC/OSSC/OSSSC NOTICE
📢 | GENERAL KNOWLEDGE & QUESTION
📢 | AND MANY MORE UPDATES.....

💡 CONTACT ADMIN👉🏻 @OFFICIAL32_BOT
Download Telegram
🌎 𝔼𝕏𝔸𝕄 𝕄𝔸ℝ𝕂𝔼𝕋

📢 | ଯେଉଁ ଛାତ୍ରଛାତ୍ରୀମାନେ ଯୋଡ଼ି ହୋଇନାହାନ୍ତି ତଳେ ଦିଆଯାଇଥିବା ଚ୍ୟାନେଲ ଲିଙ୍କ୍ ମାଧ୍ୟମରେ JOIN କରନ୍ତୁ କାରଣ ଏଠାରେ ସମସ୍ତ ଏଣ୍ଟ୍ରାନ୍ସ ବହି ମିଳିବା ସହିତ ପାଠପଢା ସାମଗ୍ରୀ ମିଳୁଅଛି l


➡️ https://telegram.me/EXAM_MARKET
👍3
Father of different Subjects

𝐉𝐨𝐢𝐧 𝐮𝐬🔜 @PDF_NEWS
❇️ 30th JULY

👥 International Day of Friendship
अंतर्राष्ट्रीय मित्रता दिवस


Theme24 : Highlight the importance of friendship and its positive effects on people and communities

🫂International Day of Friendship is a day to appreciate and promote friendships from all backgrounds. Celebrated across the globe on July 30, 2022, the day aims to bridge the gaps between factors such as race, language and culture.

🫂 Article 15

🫂The Civil Rights Act of 1964, which banned discrimination on the basis of race, color, religion, sex, or national origin.

=•=•=•=•=•=•=•=•=•=•=•=
🥷World Day against Trafficking in Persons
व्यक्तियों की तस्करी के खिलाफ विश्व दिवस


🕴To "raise awareness of the situation of victims of human trafficking and for the promotion and protection of their rights."

🏢 UN General Assembly (UNGA)
▪️ Established : 1945
▪️ Headquarters: New York, US
▪️ President: H.E. Csaba Kőrösi(77th)

Ꭻᴏɪɴ 𝐮𝐬 ☞︎︎︎ @PDF_NEWS  ☜
╭─────────────────────╮
🌄ସକାଳର ଖବର, ୩୦-ଜୁଲାଇ-୨୦୨୪, ମଙ୍ଗଳବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ ଆଜି CII ପୋଷ୍ଟ ବଜେଟ୍ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ କରିବେ ସମ୍ବୋଧିତ l

➡️୨-ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟିହେବ ଆଉ ଏକ ଘୂର୍ଣ୍ଣିବଳୟ l ୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କଲେ ଆଞ୍ଚଳିକ ପାଣିପାଗ ବିଭାଗ l

➡️୩-ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହେଲା ସ୍ପେଶାଲ ଡ୍ରାଇଭ୍ । ଏଣିକି ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବା ବେଳେ ଧରାପଡିଲେ ସିଜ୍ ହେବ ଗାଡି । ୨୫ ହଜାର ଟଙ୍କାର ଫାଇନ ସହ ଅଭିଭାବକଙ୍କ ନାଁରେ ହେବ ଏଫଆଇଆର ।

➡️୪-୪ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କହିଲେ ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ। ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା l

➡️୫-ଏଣିକି ଖାଲସାର ଗୌରବ ତଥା ସମ୍ମାନର ପ୍ରତୀକ ନିଶାନ ସାହିବର ରଙ୍ଗ ଆଉ ଏବେ ଗେରୁଆ ହେବନି, ଏହା ହଳଦିଆ (ବସନ୍ତି) ରଙ୍ଗର ହେବ। ଏନେଇ ଶିଖ ମାନଙ୍କ ପ୍ରମୁଖ ସଂସ୍ଥା ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) ଦେଲେ ଏହି ସୂଚନା l

➡️୬-ଏଣିକି ଶିମିଳିପାଳରେ କଳାବାଘଙ୍କ ପାଇଁ ଖୋଲାଯିବ କଳାବାଘ ସଫାରୀ, ମିଳିଲା ‘ସେଣ୍ଟ୍ରାଲ ଜୁ ଅଥରିଟି’ର ଅନୁମତି l ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ ବୋଲି ସୂଚନା ଦେଲେ ବନ୍ୟ ପ୍ରାଣୀ ପିସିସିଏଫ।

➡️୭-ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି l ବାଚସ୍ପତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁନାହାନ୍ତି କହି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା ପ୍ରସାଦ ବାହିନୀପତି, କଲେ କକ୍ଷତ୍ୟାଗ l

➡️୮-ଏଣିକି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ହେବ ଚେଷ୍ଟା l

➡️୯-ସଂସଦରେ ଉଠିଲା କୋଇଲା ରୟାଲିଟ ସଂଶୋଧନ ପ୍ରସଙ୍ଗ, ୧୪ ପ୍ରତିଶତରୁ ୨୦ ପ୍ରତିଶତ କରିବାକୁ ହେଲା ଦାବି l

➡️୧୦-ଅଗଷ୍ଟ ୨୦୨୩ରେ ଦିଆଯାଇଥିବା ଆଦେଶକୁ ଅବମାନନା କରିଥିବାରୁ ପତଞ୍ଜଳି ଆୟୁର୍ବେଦ ଉପରେ ୪ କୋଟି ଟଙ୍କାର ଜରିମାନା ଲଗାଇଲେ ବମ୍ବେ ହାଇକୋର୍ଟ l
Ꭻᴏɪɴ 𝐮𝐬 ☞︎︎︎
@PDF_NEWS ☜
➡️୧୧-ଖୁବଶୀଘ୍ର ଭିସ୍ତାରା ଏୟାର ଲାଇନ ଏୟାର ଇଣ୍ଡିଆ ସହ ବିଲୟ ହେବାକୁ ଯାଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ହେବା ନେଇ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

➡️୧୨-ଏଣିକି ୟୁପିରେ ‘ଲଭ ଜିହାଦ’ କଲେ ହେବ ଆଜୀବନ ଜେଲ, ଯୋଗୀ ସରକାର ଆଣିଲେ ନୂଆ ଆଇନ l ବର୍ତ୍ତମାନ ଉପସ୍ଥାପିତ ହୋଇଥିବା ସଂଶୋଧନ ବିଲ୍ ଅଗଷ୍ଟ ୨ ତାରିଖରେ ବିଧାନସଭାରେ ସ୍ୱର ଭୋଟରେ ପାରିତ ହେବାର ସମ୍ଭାବନା ରହିଛି।

➡️୧୩-ଆରବିଆଇର ‘କରେନ୍ସି ଏବଂ ଫାଇନାନ୍ସ ରିପୋର୍ଟ ୨୦୨୩-୨୪’ ଅନୁସାରେ ୨୦୨୩ରେ ଭାରତରେ ସାଇବର କ୍ରାଇମ ଦ୍ବାରା ହେଉଥିବା ତଥ୍ୟ ଚୋରି ଡାଟା ବ୍ରିଚ୍‌ର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାରରେ ପହଞ୍ଚିଲା । ଯାହା ୨୦୨୦ ଠାରୁ ପ୍ରାୟ ୨୮ ପ୍ରତିଶତ ଅଧିକ।

➡️୧୪-‘ଇଣ୍ଡିଆ ଆଉଟ୍’ସ୍ଲୋଗାନ ଦେଇଥିବା ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଚିନ୍ତିତ ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କୁ ମନେଇବା ପାଇଁ ‘ୱେଲକମ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବାକୁ ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରୀ ଇବ୍ରାହିମ ଫୈସଲ ଦିଲ୍ଲୀରେ ଆସି ପହଞ୍ଚିଲେ l

➡️୧୫-ଦିଲ୍ଲୀ କୋଚିଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି ଦିଲ୍ଲୀର ଏଲଜି ବିନୟ କୁମାର ସକ୍ସେନା ଦେଲେ ଏହି ସୂଚନା l

➡️୧୬-ସ୍ୱୀଡେନ କୂଳରୁ ପ୍ରାୟ ୧୯୦ ଫୁଟ୍ ଗଭୀରରେ ମିଳିଲା ଦୀର୍ଘ ବର୍ଷ ଧରି ବୁଡ଼ି ରହିଥିବା ୧୭୧ ବର୍ଷ ପୁରୁଣା ଜାହାଜର ଭଗ୍ନାବଶେଷ l ଏହି ଜାହାଜ ଉନବିଂଶ ଶତାବ୍ଦୀର । ଜାହାଜରେ ଲଦଜରୀ ମଦରେ ଭର୍ତ୍ତି ରହିଛି । ସମ୍ଭାବତଃ ଏହା ରୁଷର ରାଜାଙ୍କ ପାଇଁ ନିଆଯାଉଥିଲା ।

➡️୧୭-ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଦେଲେ ଖୋଲା ଚେତାବନୀ l ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ ରୁଷିଆ l

➡️୧୮-ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍‌ ର ଶେଷ ମ୍ୟାଚ ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ । ସେହିପରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ODI ଅଗଷ୍ଟ ୨ରେ ଖେଳାଯିବ । ଏହି ସିରିଜର ସମସ୍ତ ODI ମ୍ୟାଚ୍ କଲମ୍ବୋରେ ଖେଳାଯିବ ।

➡️୧୯-ଭାରତରେ ଖେଳାଯିବ ଏସିଆ କପ୍ ୨୦୨୫, ୩୪ ବର୍ଷ ପରେ ମିଳିଲା ଟୁର୍ଣ୍ଣାମେଣ୍ଟ ଆୟୋଜନର ଦାୟିତ୍ୱ l ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ । ଶେଷ ଥର ପାଇଁ ଭାରତ ୧୯୯୦-୯୧ରେ ଏସିଆ କପ୍ ଆୟୋଜନ କରିଥିଲା, ଯାହା ଟୁର୍ଣ୍ଣାମେଣ୍ଟର ଚତୁର୍ଥ ସଂସ୍କରଣ ଥିଲା ।

➡️୨୦-ଅଲମ୍ପିକ୍ସ ହକି : ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ୧-୧ ଗୋଲରେ ମ୍ୟାଚ ହେଲା ଶେଷ l ଆଜି ଭାରତ ଏବଂ ଆୟର୍ଲାଣ୍ଡ ମୁହାଁମୁହିଁ ହେବେ।

📌 ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲରେ ଯୋଡି ହେବାକୁ ଚାହୁଁଥିଲେ ଏହି
https://whatsapp.com/channel/0029Va4eB2XDjiOXpZFO8y2Y ଲିଙ୍କକୁ କ୍ଲିକ୍ କରିକି ଯୋଡ଼ି ହୋଇ ପାରିବେ ll

🔅ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ ll
🔅ଆଜି ଶ୍ୱଶୁର ଦିବସ ll
🔅ଆଜି ଜାତୀୟ ସହାୟତା ଜନ ଶିକ୍ଷା ଦିବସ ll
🔅ଆଜି ବ୍ୟକ୍ତିବିଶେଷଙ୍କ କାରବାର ବିରୋଧରେ ବିଶ୍ୱ ଦିବସ ll
🔅ଆଜି ଶ୍ରୀ ମୁତୁ ଲକ୍ଷ୍ମୀ ରେଡ୍ଡୀ ଜନ୍ମଦିନ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll
👍5
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ସ୍ବତନ୍ତ୍ର ବିଏଡ଼ ଯୋଗ୍ୟତାକୁ ଆଗ୍ରାହ୍ୟ
🟡ମହଙ୍ଗା ରିଚାର୍ଜ ପ୍ଲାନ୍‌: ଭାଙ୍ଗିଲା ସିମ୍ ପୋର୍ଟିଂ ରେକର୍ଡ, ଅପରେଟର୍‌ ବଦଳାଇବେ ୧୦୦ କୋଟିରୁ ଅଧିକ ଉପଭୋକ୍ତା🟡

ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ସହ ତାଳ ଦେଇ ହଠାତ୍‌ ବଢ଼ିଛି ଟେଲିକମ୍ ଟାରିଫ୍ ମୂଲ୍ୟ। ଏଥିଯୋଗୁ ମହଙ୍ଗା ହୋଇଛି ରିଚାର୍ଜ ପ୍ଲାନ୍‌। ଘରୋଇ ଟେଲିକମ କମ୍ପାନୀଗୁଡିକ ଚଳିତମାସ ଜୁଲାଇ ୩ରେ ସେମାନଙ୍କର ରିଚାର୍ଜ ପ୍ଲାନଖରେ ବୃଦ୍ଧି ଘଟାଇ ନୂଆ ଟାରିଫ୍‌ ଘୋଷଣା କରିଛନ୍ତି। ଟାରିଫ୍‌ ପ୍ଲାନ୍‌ ମୂଲ୍ୟରେ ଏହି ବୃଦ୍ଧି ଏବେ ମୋବାଇଲରେ କଥା ହେବାକୁ ଅତ୍ୟଧିକ ମହଙ୍ଗା କରିଦେଇଛି। ଫଳସ୍ବରୂପ ମୋବାଇଲ ରିଚାର୍ଜକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ଉପଭୋକ୍ତାମାେନ ପୁଣି ଥରେ ସରକାରୀ ବା ରାଷ୍ଟ୍ରାୟତ୍ତ ଟେଲିକମ୍‌ ସେବା ପ୍ରଦାନକାରୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌( ବିଏସ୍‌ଏନ୍‌ଏଲ୍‌)କୁ ଯିବାକୁ ମନ ବଳାଇଛନ୍ତି। ଏଥିଯୋଗୁ ଏବେ ହଠାତ୍‌ ନମ୍ବର ପୋର୍ଟିଂ ବଢ଼ିଯାଇଛି। ବହୁ ସଂଖ୍ୟାରେ ଟେଲିକମ୍‌ ଉପଭୋକ୍ତା ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) ଜରିଆରେ ସେମାନଙ୍କର ଅପରେଟର ପରିବର୍ତ୍ତନ କରିବାକୁ ମନବଳାଇଛନ୍ତି। ସାରା ଦେଶରେ ୧୦୦ କୋଟିରୁ ଅଧÒକ ଉପଭୋକ୍ତା ଏମ୍‌ଏନ୍‌ପି ପାଇଁ ଅନୁରୋଧ କରିଛନ୍ତି, ଯାହାକି ଏକ ରେକର୍ଡ। ଟେଲିକମ୍‌ ବିଭାଗ (ଡିଓଟି) ଦେଶରେ ଟେଲିକମ୍‌ ଉପଭୋକ୍ତାଙ୍କୁ ମୋବାଇଲ ନମ୍ବର ନ ବଦଳାଇ କେବଳ ନେଟୱାର୍କ ପ୍ରଦାନକାରୀ ବା ଅପରେଟର ବଦଳାଇବାର ସୁବିଧା ପ୍ରଦାନ କରୁଛି। ଡିଓଟିର ରିପୋର୍ଟ ଅନୁଯାୟୀ, ଘରୋଇ ଟେଲିକମ୍‌ କମ୍ପାନୀଗୁଡିକ ପକ୍ଷରୁ ବର୍ଦ୍ଧିତ ଟାରିଫ ବୃଦ୍ଧି ଘୋଷଣା ପରଠାରୁ ଜୁଲାଇ ୬ ସୁଦ୍ଧା କ୍ରମଶଃ ଏହି ମୋବାଇଲ ନମ୍ବରଗୁଡ଼ିକର ପୋର୍ଟେବିଲିଟି ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟିଆରଏଆଇ)ଙ୍କ ଅନୁସାରେ ଭାରତରେ ହାରାହାରି ମାସକୁ ୧.୧ କୋଟି ଲୋକେ ମୋବାଇଲ ସିମ୍ ପୋର୍ଟିଂ କରିବାକୁ ଅନୁରୋଧ କରୁଥିବା ଜଣାଯାଇଛି।
👍3
📌📌📌📌📌

ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ଏମସିସି ଜାରି କଲା ବିଜ୍ଞପ୍ତି, ପ୍ରଥମ ସପ୍ତାହରୁ ପଞ୍ଜୀକରଣ ଆରମ୍ଭ । ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ, ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ । ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି ।
🚨Derailment of 12810 Howrah - Mumbai Mail near Barabamboo station of Chakradharpur Division

📞Following helpline numbers have been issued:

-Tatanagar: 06572290324

-Chakradharpur: 06587 238072

-Rourkela: 06612501072/ 06612500244

-Howrah: 9433357920/ 03326382217

-Jharsuguda: 06645-272530
🔥 IMPORTANT SCHEME of STATE for SSC CGL

📁 Earn with Learn’ Scheme | Mukhyamantri Chaa Srami Kalyan Prakalpa → Tripura
📁 Naari Ko Naman’ scheme → HP
📁 CHHATA Scheme → Odisha Govt
📁 ‘Mahila Nidhi’ Scheme → Rajasthan
📁“Cheerag scheme” for EWS students | “Matrushakti Udaymita Scheme | “E-Adhigam’ Scheme - Haryana
📁Village Defense Guards Scheme - J&K
📁“CM Udyaman Khiladi Unnayan Yojana” | Him Prahari Scheme - Uttrakhand
📁 Pudhumai Penn Scheme | ‘Chief Minister’s Breakfast Scheme’ | “Ennum Ezhuthum scheme “ - Tamilnadu
📁 “Rural Backyard Piggery Scheme’ - Meghalaya
📁 “Mission Kushal Karmi” | “Mukhyamantri Muft Sewer Connection Yojana” - Delhi
📁 “MEDISEP” | ‘eggs and milk scheme’ for Anganwadi children - Kerala
📁 Family Doctor - Andhra Pradesh
📁 UMEED Market Place - J&K
📁 ‘Vidya Rath – School on Wheels' | “Swanirbhar Naari" - Assam
📁 Kashi Yatra - Karnataka
📁 Udyam Kranti Yojana | ‘Ladli Laxmi scheme 2.0’ - MP
📁 “Mukhyamantri Mitaan Yojana’ | ‘Kaushalya Matritva Yojana’ - Chhatisgarh
📁 ‘Mukhyamantri Matrushakti Yojana’ - Gujarat
📁 “FRUIT” software for farmer schemes - Karnataka
📁 Jivhala : A loan scheme - Maharashtra

Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
👍2🥰1
Odisha Govt suspends IPS officer Rajesh Pandit on the grounds of “grave misconduct”
🟫 NSP SCHOLARSHIP 2024

🟫 CENTRAL SECTOR SCHEME OF SCHOLARSHIPS FOR COLLEGE AND UNIVERSITY STUDENTS

⬇️⬇️⬇️⬇️⬇️⬇️⬇️⬇️⬇️⬇️⬇️⬇️
👍3
🟫 APPLY LINK

🔗 https://scholarships.gov.in/ApplicationForm/#/login

LAST DATE - 31/10/2024
👍1
CSSS 2024.pdf
605.6 KB
🟫 GUIDELINES FOR THE COMPONENT SCHEME –CENTRAL SECTOR SCHEME OF SCHOLARSHIP FOR COLLEGE AND
UNIVERSITY STUDENTS (PM-USP CSSS)
FAQ CSSS 2024.pdf
396.9 KB
🟫 FREQUENTLY ASKED QUESTIONS (FAQ)
2024-25
🟫 କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ SCHOLARSHIP ସମସ୍ତଙ୍କୁ ମିଳେ, ଯଦି ଆପଣ ମାନେ ଯୋଗ୍ୟ ତେବେ ନିଶ୍ଚିତ ଆବେଦନ କରନ୍ତୁ ll

☝️☝️☝️☝️
☝️☝️☝️☝️☝️☝️☝️☝️☝️
#UIDAI’s AI/ML-based chat support is available for better interaction!

Now individuals can track #Aadhaar PVC card status, register & track grievances, etc.

To interact with #AadhaarMitra, visit: uidai.gov.in
Cancellation_Notice_MP1022430724.pdf
84.9 KB
Latest SSC Update⚡️:

CANCELLATION NOTICE OF PHASE-XII/2024/SELECTION POSTS- POST CODE MP10224
UG 2ND SEMESTER EXAM(R&B) 2024 (1).pdf
1.5 MB
🟥 UTKAL UNIVERSITY UPDATE

🟥 UG 2ND SEMESTER NOTICE
2
ଓଡ଼ିଶାରେ ଏହି ସବୁ ଜିଲ୍ଲା( କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି, ସମ୍ବଲପୁର, ମୟୂରଭଞ୍ଜ)ରେ ରହି ଡିଜିଟାଲ ସାମ୍ବାଦିକ ଭାବେ କାମ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପାଇଁ ନେଟୱର୍କ18 ଆଣିଛି ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଭିଡିଓ ଏଡିଟିଂ ଜାଣନ୍ତି, ହାଲକାଫୁଲ୍‌କା ଓ ସଫ୍ଟ ଖବର ପରିବେଷଣ ପାଇଁ ଆଗ୍ରହୀ ତେବେ ଆପଣଙ୍କ ବାୟୋଡାଟା/ସବିଶେଷ ବିବରଣୀ local18jobs@news18.com କୁ ପଠାନ୍ତୁ l