📝 B.ED ENTRANCE EXAMINATION ANSWER KEY #Un_Official
📑 SCIENCE STREAM
➡️ SET - C & D
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
📑 SCIENCE STREAM
➡️ SET - C & D
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
👍1
✅ SLEEPY TIME
💤nod off
💤doze off
💤take a nap
💤get some rest
💤take a snooze
💤catch some z's
💤get some sleep
💤catch forty winks
💤get some shuteye
💤nod off
💤doze off
💤take a nap
💤get some rest
💤take a snooze
💤catch some z's
💤get some sleep
💤catch forty winks
💤get some shuteye
👍2
✅ GIFTED
🏆 apt
🏆 adept
🏆 quick
🏆 sharp
🏆 clever
🏆 bright
🏆 skilled
🏆 skillful
🏆 brilliant
🏆 capable
🏆 talented
🏆 proficient
🏆 intelligent
🏆 perceptive
🏆 competent
🏆 accomplished
🏆 apt
🏆 adept
🏆 quick
🏆 sharp
🏆 clever
🏆 bright
🏆 skilled
🏆 skillful
🏆 brilliant
🏆 capable
🏆 talented
🏆 proficient
🏆 intelligent
🏆 perceptive
🏆 competent
🏆 accomplished
✅ GIFTED
🏆 apt
🏆 adept
🏆 quick
🏆 sharp
🏆 clever
🏆 bright
🏆 skilled
🏆 skillful
🏆 brilliant
🏆 capable
🏆 talented
🏆 proficient
🏆 intelligent
🏆 perceptive
🏆 competent
🏆 accomplished
🏆 apt
🏆 adept
🏆 quick
🏆 sharp
🏆 clever
🏆 bright
🏆 skilled
🏆 skillful
🏆 brilliant
🏆 capable
🏆 talented
🏆 proficient
🏆 intelligent
🏆 perceptive
🏆 competent
🏆 accomplished
✅ ANTONYMS
😼cruel | 😸kind
🌵dry | 💧moist
🧴full | 🫗empty
📭empty | 📬full
↗️export | ↘️import
😈guilty | 😇innocent
🦠complex | 🟣simple
🐊dangerous | 🦋safe
❎forget | ✅remember
☀️daytime | 🌚nighttime
🌈colorful | ⚪️monochrome
😼cruel | 😸kind
🌵dry | 💧moist
🧴full | 🫗empty
📭empty | 📬full
↗️export | ↘️import
😈guilty | 😇innocent
🦠complex | 🟣simple
🐊dangerous | 🦋safe
❎forget | ✅remember
☀️daytime | 🌚nighttime
🌈colorful | ⚪️monochrome
🔥1
❤3👍1👌1
❇️ 29th JULY
🟢 International Tiger Day
अंतरराष्ट्रीय बाघ दिवस
💠 The day was built up in 2010 at Saint Petersburg Tiger Summit in Russia
💠 Tiger's scientific name : Panthera tigris
💠 Project Tiger : 1973
🟢 NEWS
🔷 Total tiger reserve in India : 53
🔶 India has achieved its 2022 target of doubling tiger population
🔷Project Tiger: India’s Tiger Population Was 3,167 In 2022
🔶Maharashtra Pench among three reserves to bag TX2 Award
🔷Tiger Spotted In Haryana’s Kalesar National Park After 10 Years
🔶Pench Tiger Reserve Embraces AI For Enhanced Forest Fire Protection
🔷Sustainable Finance For Tiger Landscapes Conference: Bhutan’s Earth Day Initiative
🔶Clouded Tiger Cat: A New Species Discovered In Brazil’s Rainforests
🔷World’s First ‘Black Tiger Safari’: Odisha’s CM
🔶Maharashtra’s Pench Tiger Reserve Achieves Milestone As India’s First Dark Sky Park
🔷Israeli Film ‘Children Of Nobody’ Wins Golden Bengal Tiger Award

👍4
╭─────────────────────╮
🌄ସକାଳର ଖବର, ୨୯-ଜୁଲାଇ-୨୦୨୪, ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ l ଏହି ବୈଠକରେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଅଧ୍ୟକ୍ଷତା କରିବେ।
➡️୨-ପ୍ରକାଶ ପାଇଲା CUET UG ଫଳାଫଳ, ପରୀକ୍ଷାର୍ଥୀ ଅଫିସିଆଲ୍ ୱେବସାଇଟ୍ ଯଥା exam.nta.ac.in କିମ୍ବା nta.ac.in ପରିଦର୍ଶନ କରି ନିଜର ରେଜଲ୍ଟ ଦେଖି ପାରିବେ l
➡️୩-ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଲେ ବଡ଼ ବୟାନ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବେ ରାଜ୍ୟ ସରକାର, କହିଲେ ଖୁବଶୀଘ୍ର ରତ୍ନଭଣ୍ଡାରର ହେବ ମରାମତି l
➡️୪-ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ୧୦୦ ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ପୃଷ୍ଟିକର ‘ତିଥି ଭୋଜନ’ l
➡️୫-ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ଅଯୋଧ୍ୟା ‘ରାମ ଦରବାର ‘ ନିର୍ମାଣ କାର୍ଯ୍ୟ l ଏ ନେଇ ରାମ ମନ୍ଦିର କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଦେଲେ ସୂଚନା l
➡️୬-୩ଟି ପର୍ଯ୍ୟାୟରେ ଖୋଲିଲା ହୀରାକୁଦର ୨୦ଟି ଗେଟ୍ । ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ବଢିଲା ବନ୍ୟା ଭୟ l
➡️୭-ଖୁବ୍ଶୀଘ୍ର ଭୂ-ପୃଷ୍ଠକୁ ଫେରିବେ ସୁନିତା ଓ୍ବିଲିୟମ୍ସ, ଷ୍ଟାରଲାଇନ ସ୍ପେସ୍କ୍ରାଫ୍ଟର ହେଲା ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ l
➡️୮-ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ ।
➡️୯-ଭୁଶୁଡ଼ିଲା ଧର୍ମଶାଳା ବିଜେଡି ଗଡ଼ l ଏକାବେଳେ ହାତ ଛାଡ଼ିଲେ ୧୩ ସମିତିସଭ୍ୟ, ୮ ଜଣ ସରପଞ୍ଚ l
➡️୧୦-ଭାରତୀୟ ସିନେମାକୁ ପଛରେ ପକାଇ ଦେଲା Deadpool and Wolverine, ହଲିଉଡ ମୁହାଁ ଭାରତୀୟ ଦର୍ଶକ l ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି ।
Ꭻᴏɪɴ 𝐮𝐬 ☞︎︎︎ @PDF_NEWS ☜
➡️୧୧-ରାଜନୀତି ମଇଦାନକୁ ଓହ୍ଲାଇବେ ରଣନୀତିକାର ପ୍ରଶାନ୍ତ କିଶୋର। ପୂର୍ବରୁ ସବୁ ଦଳ ପାଇଁ ନିର୍ବାଚନ ଷ୍ଟ୍ରାଟେଜୀ ତିଆରି କରୁଥିଲେ। ହେଲେ ଏବେ ସେ ରାଜନୈତିକ ଦଳ ଗଠନ କରିବେ ବୋଲି କଲେ ଘୋଷଣା l ୨୦୨୫ରେ ଲଢ଼ିବେ ବିଧାନସଭା ଫାଇଟ୍ l
➡️୧୨-ମହଙ୍ଗା ରିଚାର୍ଜ ପ୍ଲାନ ଯୋଗୁଁ ସିମ୍ ପୋର୍ଟ କରିବାରେ ଭାଙ୍ଗିଲା ରେକର୍ଡ, ୬ ଜୁଲାଇ ସୁଦ୍ଧା ହେଲା ୧୦୦ କୋଟି ପାର l
➡️୧୩-ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାକୁ ଦେଲେ ବଡ ଧମକ l ଯଦି ଆମେରିକା ଜର୍ମାନୀ କିମ୍ବା ୟୁରୋପର କୌଣସି ଅଞ୍ଚଳରେ କ୍ଷେପଣାସ୍ତ୍ର ଲଗାଇବାକୁ ଚେଷ୍ଟା କରେ, ତେବେ ସେ ପୁଣିଥରେ ମଧ୍ୟମ ଧରଣର ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଆରମ୍ଭ କରିବେ l
➡️୧୪-ପେରୁରେ ମିଳିଥିବା ୩ ଆଙ୍ଗୁଠି ଥିବା 'ଏଲିୟନ ମମି'ର ମିଳିଲା ରହସ୍ୟ, ମାନବୀୟ ଢାଞ୍ଚା ନଥିବା କହିଲେ ଗବେଷକ l
➡️୧୫-ପ୍ୟାରିସରେ ଭାରତର ପ୍ରଥମ କଣ୍ଟ୍ରି ହାଉସ ଅର୍ଥାତ୍ ଇଣ୍ଡିଆ ହାଉସ୍ ର ଭାରତୀୟ ଶୈଳୀରେ ଦୀପ ଜାଳି ଶୁଭ ଉଦଘାଟନ କଲେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ ଅମ୍ବାନୀ l
➡️୧୬-ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କର ହେଲା ମୃତ୍ୟୁ l
➡️୧୭-ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେ ମାସୁଦ ପେଜେଶକିଆନଙ୍କୁ ନୂଆ ରାଷ୍ଟ୍ରପତି ଭାବେ କଲେ ନିଯୁକ୍ତ l
➡️୧୮-ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ୭ ଓ୍ଵିକେଟ୍ ରେ ଶ୍ରୀଲଙ୍କାକୁ ହରାଇଲା ଭାରତ l ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜିତି ନିଜ ନାଁ ରେ କଲା କବ୍ଜା l
➡️୧୯-ପ୍ୟାରିସ୍ ଅଲିମ୍ପିକ୍ସର ଦ୍ବିତୀୟ ଦିନରେ ଭାରତକୁ ମିଳିଲା ଐତିହାସିକ ସଫଳତା l ମହିଳା ୧୦ ମିଟର ଏୟାର ପିସ୍ତଲ୍ରେ ମନୁ ଭାକର କାଂସ୍ୟ ପଦକ ଜିତି ୧୪୪ କୋଟି ଭାରତୀୟଙ୍କୁ ଚଳିତ ସଂସ୍କରଣର ପ୍ରଥମ ପଦକ ଦେଲେ ଭେଟି l ଦୀର୍ଘ ୧୨ ବର୍ଷ ପରେ ଭାରତକୁ ବଂଧୁକ ଚାଳନାରୁ ମିଳିଲା ପଦକ l
➡️୨୦-ଆଇକନିକ୍ କ୍ରୀଡ଼ା ଆଇକନ୍ ପୁରସ୍କାର ଆସନ୍ତା ଅଗଷ୍ଟ ୧୯ରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ କ୍ରୀଡ଼ା ଉତ୍ସାହୀ, କିମ୍ବଦନ୍ତୀ, ଉଦୀୟମାନ ତାରକା ଏବଂ ଦିବ୍ୟାଙ୍ଗ ଏକତ୍ର ହେବେ l
➡️୨୧-ମହିଳା ଏସିଆ କପ୍ କ୍ରିକେଟରେ ଭାରତକୁ ହରାଇ ଶ୍ରୀଲଙ୍କା ହେଲା ଚାମ୍ପିଅନ l ଭାରତୀୟ ମହିଳା ଦଳକୁ ୮ ଉଇକେଟରେ ପରାଜିତ କରି ଚାମ୍ପିଅନ ଆଖ୍ୟା କଲା ଅର୍ଜନ l
📌 ଆମର ନୂଆ ହ୍ଵାଟ୍ସଆପ ଚ୍ୟାନେଲରେ ଯୋଡି ହେବାକୁ ଚାହୁଁଥିଲେ ଏହି https://whatsapp.com/channel/0029Va4eB2XDjiOXpZFO8y2Y ଲିଙ୍କକୁ କ୍ଲିକ୍ କରିକି ଯୋଡ଼ି ହୋଇ ପାରିବେ ll
🔅ଆଜି ଶ୍ରାବଣ ଦ୍ୱିତୀୟ ସୋମବାର ll
🔅ଆଜି ବିଶ୍ୱ ବର୍ଷା ଦିବସ ll
🔅ଆଜି ଶ୍ରୀ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର ସ୍ମୃତି ଦିବସ ll
🔅ଆଜି ଆନ୍ତର୍ଜାତୀୟ ବାଘ ଦିବସ ll
🔅ଆଜି ଶ୍ରୀ ଏଡୱାର୍ଡ ଗୋବର୍ଟ ଜନ୍ମ ବାର୍ଷିକୀ ll
🔅ଆଜି ଶ୍ରୀ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା ଜୟନ୍ତୀ ll
🔅ଆଜି ଜାତୀୟ ଲାସାଗ୍ନା ଦିବସ ll
🔅ଆଜି ଜାତୀୟ ଲିପଷ୍ଟିକ୍ ଦିବସ ll
🔅ଆଜି ଆନ୍ତର୍ଜାତୀୟ ଚିକେନ୍ ୱିଙ୍ଗ୍ ଦିବସ ll
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll