✅ Countries have landed on Moon south pole:
🇮🇳 India
Countries/Organization that have Solar Mission:
🇺🇸 NASA
🇪🇺 ESA+NASA 🇺🇸
🇩🇪 DLR+NASA 🇺🇸
🇮🇳 ISRO
Countries landed on the Moon surface:
🇺🇸United States
🇷🇺USSR
🇨🇳China
🇮🇳India
Countries that Reached Mars Orbit.
☭ Soviet Union
🇺🇸 NASA - United States
🇪🇺 ESA - European
🇮🇳 ISRO - India
🇦🇪 UAE Space Agency - UAE
🇨🇳 CNSA - China

🔰Hunger Index (GHI) 2023 :-
➖➖➖➖➖➖➖➖➖➖➖➖
🌸Top : Belarus 🇧🇾
✨ 2nd : Bosnia & Herzegovina
✨ 3rd : Chile 🇨🇱
✨ 4th : China 🇨🇳
✨ 5th : Croatia 🇭🇷
🇮🇳 INDIA : 111
https://whatsapp.com/channel/0029Va4eB2XDjiOXpZFO8y2Y
▪️Rank of India & its neighbouring countries :-
🎋 60th : Sri Lanka 🇱🇰
🎋 69th : Nepal 🇳🇵
🎋 72nd : Myanmar 🇲🇲
🎋 81st : Bangladesh 🇧🇩
🎋 102nd : Pakistan 🇵🇰
🎋 111th : India 🇮🇳
🎋 114th : Afghanistan 🇦🇫
➖➖➖➖➖➖➖➖➖➖➖➖
•┈┈••✦✿✦•♥️•✦✿✦••┈┈•
𝐉𝐨𝐢𝐧 𝐮𝐬🔜 @PDF_NEWS

👍1
🧶ଗୁଗୁଲ୍ ପେ, ଫୋନ୍ ପେ, ପେ-ଟିଏମ୍କୁ ଏନ୍ପିସିଆଇର ନିର୍ଦ୍ଦେଶ, ବନ୍ଦ ହେବ ନିଷ୍କ୍ରିୟ ୟୁପିଆଇ ଆଇଡି🧶
ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଆଇଡି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। ବ୍ୟାଙ୍କଗୁଡିକ ଖୁବ୍ ଶୀଘ୍ର ୟୁପିଆଇ ଆଇଡି ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହି ଅନୁଯାୟୀ, ବର୍ଷକରୁ ଅଧିକ ସମୟ ଧରି ବ୍ୟବହାର କରାଯାଇ ନ ଥବା ୟୁପିଆଇଡି ଏବଂ ନମ୍ବରଗୁଡିକ ବନ୍ଦ ହୋଇଯିବ। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ସିପିଆଇ) ପକ୍ଷରୁ ସମସ୍ତ ବ୍ୟାଙ୍କ ଏବଂ ଗୁଗୁଲ୍ ପେ ,ଫୋନ୍ ପେ ଏବଂପେ-ଟିଏମ୍କୁ ଭଳି ତୃତୀୟ ପକ୍ଷ ୟୁପିଆଇ ଆପ୍ସଗୁଡିକୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଏ କ୍ଷେତ୍ରରେ ଶେଷ ସମୟସୀମା ୩୧ ଡିସେମ୍ବର ରଖାଯାଇଛି। ନୂଆ ନିୟମ ଲାଗୁ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ନୂତନ ମାର୍ଗଦର୍ଶିକା ଜାରି କରିଛି।
ଏନ୍ସିପିଆଇର ନିର୍ଦ୍ଦେଶ ଅନୁଯାୟୀ ଯଦି କୌଣସି ଆଇଡିରୁ ଗୋଟିଏ ବର୍ଷରୁ ଅଧିକ ସମୟ ଧରି କୌଣସି ପ୍ରକାରର କ୍ରେଡିଟ୍ କିମ୍ବା ଡେବିଟ୍ କାବରାର କରାଯାଇନାହିଁ, ତେବେ ଏହା ବନ୍ଦ ହୋଇଯିବ। ନୂଆବର୍ଷ ଅର୍ଥାତ୍ ୨୦୨୪ରୁ ଗ୍ରାହକମାନେ ଏହି ଆଇଡିଗୁଡ଼ିକ ସହିତ କାରବାର କରିପାରିବେନାହିଁ। ୟୁପି ଆଇଡି ନିଷ୍କ୍ରିୟ କରିବା ପୂର୍ବରୁ ବ୍ୟାଙ୍କ ବ୍ୟବହାରକାରୀଙ୍କୁ ଇ-ମେଲ କିମ୍ବା ମେସେଜ୍ ମାଧ୍ୟମରେ ଏକ ବିଜ୍ଞପ୍ତି ପଠାଇବ। ଏନ୍ସିପିଆଇର ଏହି ପଦକ୍ଷେପ ସହିତ, ୟୁପିଆଇ କାରବାର ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ। ଏହାବ୍ୟତୀତ ଭୁଲ କାରବାର ମଧ୍ୟ ବନ୍ଦ ହୋଇଯିବ। ଏଥିପାଇଁ ଏନ୍ସିପିଆଇ ୩୧ ଡିସେମ୍ବର ପର୍ଯ୍ୟନ୍ତ ସମୟସୀମା ଦେଇଛି। ତେଣୁ, ଯେ କୌଣସି ପରିସ୍ଥିତିରେ, ଏହି ତାରିଖ ପୂର୍ବରୁ ଆପଣଙ୍କର ୟୁପିଆଇ ଆଇଡିକୁ ସକ୍ରିୟ କରିବାକୁ ହେବ।

👍4
⚪ଆସିଲା ନଭେମ୍ବର ୨୬ରେ ହେବାକୁ ଥିବା ଓଡ଼ିଶା ପୁଲିସ୍ ଏସ୍ଆଇ ପରୀକ୍ଷାର ଆଡମିଟ୍ କାର୍ଡ, ଜାଣନ୍ତୁ କିପରି କରିବେ ଡାଉନ୍ଲୋଡ୍⚪
ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମ୍ଆର୍ ପ୍ରଣାଳୀରେ କରାଯିବ। ଏନେଇ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆଜି ଏହି ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କ ଆଡମିଟ୍ କାର୍ଡ ପ୍ରକାଶ ପାଇଛି।
ଏନେଇ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏକ ଗଣମାଧ୍ୟମ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ପରୀକ୍ଷା ନିମନ୍ତେ ଯୋଗ୍ୟ ପ୍ରାର୍ଥୀମାନଙ୍କର ପ୍ରବେଶ ପତ୍ର (Admit Card) ଓଡିଶା ପୁଲିସ ୱେବସାଇଟ www.odishapolice.gov.in ରେ ଉପଲବ୍ଧ ଅଛି। ପରୀକ୍ଷା ନିମନ୍ତେ ପୂର୍ବରୁ ଆବେଦନ କରିଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ କରିବା ସମ୍ବନ୍ଧୀୟ ସୂଚନା, SMS ମାଧ୍ୟମରେ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ତଥା ଇ-ମେଲ ଯୋଗେ ମଧ୍ୟ ଜଣାଇ ଦିଆଯାଇଅଛି ।
ପ୍ରାର୍ଥୀମାନେ ଉପରୋକ୍ତ ୱେବସାଇଟକୁ ଯାଇ candidate login କୁ କ୍ଲିକ୍ କରି ନିଜ ନିଜର ପ୍ରବେଶ ପତ୍ର (Admit Card) ଡାଉନଲୋଡ୍ କରିପାରିବେ । ଡାଉନଲୋଡ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଲେ ସେଥିରେ ଉଲ୍ଲେଖ ଥିବା ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

📌 ସଦାଶିବ ବିଶ୍ବବିଦ୍ୟାଳୟ ସ୍ବୟଂସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ
📌 ଶ୍ରୀସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
📌 କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ
📌 ସଦାଶିବ ବିଶ୍ବବିଦ୍ୟାଳୟ ସ୍ବୟଂସମ୍ପୂର୍ଣ୍ଣ ବିଶ୍ବବିଦ୍ୟାଳୟ, ଏଥିରେ ସନ୍ଦେହ ନାହିଁ
📌 ସଂସ୍କୃତରେ ଭାରତର ମହାସାହିତ୍ୟ ବେଦ, ପୁରାଣ ଲେଖାଯାଇଛି

👍2
📌 ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ୨୦୨୧, ଆସନ୍ତା ତା ୨୬.୧୧.୨୦୨୩ ରିଖ, ରବିବାର ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଅଛି l ଯୋଗ୍ୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଓଡ଼ିଶା ପୋଲିସ ୱେବସାଇଟରୁ http://odishapolice.gov.in ଡାଉନଲୋଡ କରିପାରିବେ l
⚽️ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି, ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି⚽️
ପୁଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି ମିଳିଛି। ୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ କୁମାର ବଂଶଲଙ୍କୁ ଅବସର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଡିସେମ୍ବର ୩୧ ସୁନୀଲ ବଂଶଲ ଅବସର ନେବାକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

DocScanner Nov 18.pdf
412.3 KB
⚪️ OSSC
⚪️ Notice Regarding final Answer Keys of the Main Written Examination (CBRE) for recruitment to the post of Accountant under H & UD Department held on 17.10.2023.

⚪️ Link of Final Answer Keys of the Main Written Examination(CBRE) for recruitment to the post of Accountant under H & UD Department held on 17.10.2023.
🔗 Click Here to View the Final Answer key

Detailed Advertisement Vital Statistical Assistant-2023_0001.pdf
7.6 MB
⚪️ OSSC
⚪️ DETAILED ADVERTISEMENT FOR RECRUITMENT TO THE POST OF VITAL STATISTICS ASSISTANT UNDER DIRECTORATE OF HEALTH INTELLIGENCE & VITAL STATISTICS, HEALTH & FAMILY WELFARE DEPARTMENT, GOVT. OF ODISHA

AADHAR X BANK.pdf
1 MB
🔱 SCHOLARSHIP, LAPTOP ETC. ଆବେଦନ କରୁଥିଲେ...
🧿 ବ୍ୟାଙ୍କ ସହ ଆଧାର ଲିଙ୍କ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା

📌📌📌📌📌📌
#Delhi | All Government, Government aided and private recognised schools in Delhi shall resume all classes (from pre-school to std XII) physically wef 20.11.2023 i.e, Monday. However, outdoor sports activities and morning assemblies will not be held for next one week from the issuance of this order: Directorate of Education, Government of Delhi.

🏛 Banking Exam Schedule In 2023 :-
🕰 IBPS/RRB Exam Calendar - January
◾️RRB PO/CLERK :-
✔️Notification : June.
♦️PO & Clerk Pre Exam : 5th,6th,12th,13th & 19th August.
♦️PO & Clerk Mains Exam : 10th & 16th August.
◾️IBPS CLERK :-
✔️Notification : June.
♦️Clerk Pre Exam : 26/27 August & 2 September.
♦️Clerk Mains Exam : 07 July.
◾️IBPS PO :-
✔️Notification : August.
♦️Pre Exam : 23rd/30th September & 1st October.
♦️Mains Exam : 05 November.
◾️SBI PO/CLERK :-
✔️SBI PO Notification : September.
♦️Pre Exam : November.
♦️Mains Exam : December.
◾️SBI CLERK :-
✔️Notification : November.
♦️Pre Exam : January 2024.
♦️Mains Exam : February 2024.
🔥 We can also expect same Exam schedule in 2024 because there will be no NRA CET Implementation in 2024. So Prepare Accordingly.