🟥 ଜଗତସିଂହପୁର: ଚାକିରି ଦେବା ନାଁରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଠକେଇ; ୫ ଗିରଫ
-ମାଷ୍ଟରମାଇଣ୍ଡ୍ ଏରସମା କୁଞ୍ଜ କୋଠିର ମଦନ ଘଡ଼େଇ ସମେତ ୫ ଗିରଫ
-ଜଗତସିଂହପୁର ସଦର ଥାନା ହାଟବଜାର ନିକଟ ଏକ ଘରୁ ୩୦ ଯୁବକ ଉଦ୍ଧାର
-ଅଧିକାଂଶ ରାଜ୍ୟ ବାହାରର, ୨୦ ହଜାର ଲେଖାଏଁ ଦେଇଥିବା ଏସ୍ପିଙ୍କ ସୂଚନା
-ମଲ୍ଟି ଲେବଲ୍ ମାର୍କେଟ୍ ସ୍କିମ୍ ଜରିଆରେ ଠକେଇ କରୁଥିଲେ କହିଲେ ଏସ୍ପି

✅ IDBI Bank Jr. Assistant Mananger (JAM) Grade O Admit Card OUT
https://ibpsreg.ibps.in/idbijamfeb26/oecla_mar26/login.php?appid=058c25121f8efe096e132463ea86ac4c

✅IDBI Bank Assistant Mananger (Grade-A) Admit Card OUT
https://ibpsreg.ibps.in/idbiamnov25/oecla_mar26/login.php?appid=24186b793fda73b61360be43665a54c5

✅ ରାଜ୍ୟରେ ଶିଶୁବାଟିକାରେ ପର୍ଯ୍ୟାୟ କ୍ରମେ ମିଶିବ ସମସ୍ତ ଅଙ୍ଗନବାଡ଼ି
-ଖଡ଼ିଛୁଆଁ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ସୂଚନା
-'ଶିଶୁବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ'
-'ପ୍ରାଥମିକ ଶିକ୍ଷାକୁ ଦୃଢ଼ କରିବାକୁ ପ୍ରତି ଗାଁରେ ହେବ ମଡେଲ୍ ସ୍କୁଲ୍'
-'୫ ଏକର ଜାଗାରେ ନିର୍ମାଣ ହେବ ଗୋଦାବରୀଶ ମିଶ୍ର ପାଥମିକ ସ୍କୁଲ'
-୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବ- ମୁଖ୍ୟମନ୍ତ୍ରୀ

✅ କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ
-‘ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ’
-‘ବିଶ୍ୱବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି’
-‘ବିଶ୍ୱବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆ ସରିଛି ପଦବୀ ପୂରଣ ପାଇଁ’
-‘ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସଏସବିକୁ ନିର୍ଦ୍ଦେଶ ଦିଆଯାଇଛି’
-‘ଜୁଲାଇ ପୂର୍ବରୁ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ OPSCକୁ ଦାୟିତ୍ବ’