N E W S M A R K E T ™️
11.7K subscribers
73.8K photos
28 videos
26K files
13.2K links
🌎 NEWS MARKET CHANNEL

📢 | DAILY NEWS & CURRENT AFFAIRS
📢 | EDUCATIONAL INFORMATION NOTICE
📢 | GOVT. ALL NOTICE
📢 | OPSC/OSSC/OSSSC NOTICE
📢 | GENERAL KNOWLEDGE & QUESTION
📢 | AND MANY MORE UPDATES.....

💡 CONTACT ADMIN👉🏻 @OFFICIAL32_BOT
Download Telegram
📃 ମୁଖ୍ୟ ଖବର(ଓଡ଼ିଆ ଖବରକାଗଜ)
SCB TODAY OUTDOOR DOCTOR LIST
RAVENSHAW UNIVERSITY UPDATE
UTAKL UNIVERSITY VACANT SEAT ADMISSION
ସମୟ ମିଳିଲେ ନିଶ୍ଚିତ ପଢ଼ିବେ
ପ୍ରମେୟ_ମାଟ୍ରିକ୍_ଗାଇଡ୍_English_07_01_2025.pdf
1.6 MB
ପ୍ରମେୟ ମାଟ୍ରିକ୍ ଗାଇଡ୍ / English / 07.01.2025
ଶିକ୍ଷା ସମ୍ବାଦ_English_07-01-2025.pdf
816 KB
ଶିକ୍ଷା ସମ୍ବାଦ /English /07.01.2025
ନିର୍ମାଣ ଶ୍ରମିକ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ।

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଧୀନରେ ଉପଲବ୍ଧ କଲ୍ୟାଣମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୧୮ ବର୍ଷରୁ ୬୦ ବର୍ଷ ବୟସ୍କ ନିର୍ମାଣ ଶ୍ରମିକ ଅନଲାଇନ ପୋର୍ଟାଲ
https://nirmanshramik.odisha.gov.in ରେ ପଞ୍ଜୀକରଣ କରିବା ସହିତ ବିଭିନ୍ନ ସହାୟତା ପାଇଁ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ସ୍ଥାନୀୟ ଶ୍ରମ କାର୍ଯାଳୟ କିମ୍ବା ହେଲ୍ପ ଲାଇନ ନମ୍ବର ୧୮୦୦-୩୪୫୬୭୦୩ ରେ ଯୋଗାଯୋଗ କରନ୍ତୁ ।
Intelligence agencies:

🇺🇸 United States → CIA
🇮🇱 Israel → Mossad
🇷🇺 Russia → SVR
🇬🇧 United Kingdom → MI6
🇮🇳 India → RAW
🇦🇺 Australia → ASIO
🇵🇰 Pakistan → ISI
🇩🇪 Germany → BND
🇫🇷 France → DGSE
🇨🇦 Canada → CSIS
🇨🇳 China → MSS
🇿🇦 South Africa → NIA
🇮🇹 Italy → AISE
🇸🇪 Sweden → SÄPO
🇳🇴 Norway → NIS
🇰🇷 South Korea → NIS
🇧🇷 Brazil → ABIN
🇳🇬 Nigeria → NIA
🇪🇸 Spain → CNI
🇺🇦 Ukraine → FISU
🇵🇱 Poland → AW
🇳🇱 Netherlands → AIVD
🇮🇩 Indonesia → BIN
🇦🇷 Argentina → AFI
🇹🇷 Turkey → MIT
🇲🇽 Mexico → CNI
👍1
The 38th HLCA headed by Chief Minister Mohan Charan Majhi approves 5 investment projects worth Rs 44,793.03 crore thereby generating employment opportunities for 23,005 people.
📆 IMPORTANT JANUARY DAYS

1. Global Family Day: January 1
2. World Braille Day: January 4
3. World Hindi Day: January 10
4. National Youth Day: January 12
5. Indian Army Day: January 15
6. Armed Forces Veterans Day: January 15
7. Parakram Diwas: January 23
8. International Day of Education: January 24
9. National Voters' Day: January 25
10. International Holocaust Remembrance Day: January 27

Ꭻᴏɪɴ 𝐮𝐬 ➥ @PDF_NEWS  ☜
👍41
ଆଜିର କାର୍ଯ୍ୟକ୍ରମ:

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ।

ବରଗଡ଼ ଧନୁଯାତ୍ରା ପାଇଁ ଥିବା ଏହି ସୋସିଆଲ ମିଡିଆ ଚ୍ୟାନେଲକୁ ନିୟମିତ ଦେଖନ୍ତୁ, ଜାଣନ୍ତୁ ମଥୁରା ନଗରୀ ଓ ଗୋପପୁରରେ ପ୍ରତିଦିନ ରହିଛି କି କି କାର୍ଯ୍ୟକ୍ରମ।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା - ଯେଉଁଠି ଜୀବନ୍ତ ରୂପନିଏ କିମ୍ବଦନ୍ତୀ!

ଆୟୋଜକ:
ଧନୁଯାତ୍ରା ମହୋତ୍ସବ ସମିତି, ବରଗଡ଼

ବୁଲି ଆସନ୍ତୁ 🏹 'ବରଗଡ଼ ଧନୁଯାତ୍ରା'
୩-୧୩ ଜାନୁଆରୀ ୨୦୨୫
ବରଗଡ଼, ଓଡ଼ିଶା
🟥 ଦେଶରେ ଆଉ ୨ ଜଣ HMPV ପଜିଟିଭ୍ ଚିହ୍ନଟ

-ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ
-ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ
-ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ୍ ଚିହ୍ନଟ
-କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ
#AadhaarPVCCard

You may also order #Aadhaar #PVC card, which is durable, secure, and convenient to carry in your wallet.

To order, click:
myaadhaar.uidai.gov.in/genricPVC
RRB_Ministerial_&_Isolated_Category_Official_Full_Notification.pdf
4 MB
🎓 RRB Ministerial & Isolated Categories CEN 07/2024  Full Notification Out

🔅 Start Date : 07/01/2025

🔅 Last Date : 06/02/2025

Total Post : 1036


🔗 Apply Online Start

https://www.rrbapply.gov.in/#/auth/landing
👍1
CA DEC 2024.pdf
6.1 MB
📑 DECEMBER CURRENT AFFAIRS 2024

📑 FULL COVERAGE

Ꭻᴏɪɴ 𝐮𝐬 ➥
@PDF_NEWS  ☜
DECEMBER HINDU REVIEW 2024.pdf
1.8 MB
📑 DECEMBER HINDU REVIEW 2024

📑 FULL COVERAGE

Ꭻᴏɪɴ 𝐮𝐬 ➥
@PDF_NEWS  ☜
👍1
JANUARY TO DECEMBER CURRENT AFFAIRS 2024.pdf
9 MB
📑 JANUARY TO DECEMBER CURRENT AFFAIRS 2024

📑 YEAR 2024

Ꭻᴏɪɴ 𝐮𝐬 ➥
@PDF_NEWS  ☜