ODISHA TEACHER ASPIRANTS
3.99K subscribers
205 photos
1 video
135 files
123 links
United We Aspire, Together We Achieve!

A support group for Odisha teaching recruitment exam aspirants. Share resources, discuss strategies, and stay updated on exam news. Let's achieve our teaching dreams together!"
Download Telegram
Dear friends this lady is blind by nature.She can't see anyone/anything,still her courage is very high.She regularly coming  to  lower PMG  for the last 4 days and join with other aspirants for the teacher recruitment,but it is a matter of sorrow that our other friends who are 100% capable  are not joining with us  .If this happens how the government listen our demand.So  kindly 🙏 join with us  at lower PMG,BBSR to encourage everyone .your future is in your hand . Kindly do not ignore this message.
❤13🙏6👏3😢2
45 ହଜାର ନିଯୁକ୍ତି 5 ବର୍ଷ ରେ ଦେବୁ କହିଥିଲେ ଏବଂ କେବଳ 2 ବର୍ଷ ରେ 45 ହଜାର ନିଯୁକ୍ତି ଦେଇ ସାରିଛନ୍ତି ବୋଲି ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ କରିଛନ୍ତି ଆଉ ଯେଉଁ ମାନେ ବି ଏବେ ଷ୍ଟ୍ରାଇକ କୁ ନ ଆସିକି ଘରେ ବସିକି ପାଠ ପଢୁଛନ୍ତି ନୂଆ VACANCY ଆସିବ ଆମେ ଚାକିରି କରିବୁ ସେମାନଙ୍କୁ କହିବାକୁ ଚାହିବି କିଛି ଆସିବନି 3 ବର୍ଷ ଯାଏ ଯଦି ଆପଣଙ୍କୁ ସତରେ ଚାକିରି ଦରକାର 2029 ଯାଏ WAIT କରନ୍ତୁ କିମ୍ବା କାଲି LOWER PMG କୁ ଆସିକି ନିଜର ହକ୍ ର VACANCY ନେଇକି ଯାଆନ୍ତୁ ଆଉ ଯଦି କିଛି କରି ପାରିବେ ନାହିଁ VACANCY କୁ ଅପେକ୍ଷା କରିକି ନିଜର ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ

ଧନ୍ୟବାଦ୍
👍6❤2🕊1
Delegation ରେ ଆଜି ଆମ ଶିକ୍ଷା ମନ୍ତ୍ରୀ Directly କହିଲେ ଆମେ ୨୬୦୦୦ Teaching ପୋଷ୍ଟ୍ ଦେଇ ସାରିଛୁ ଏବେ ଆଉ କିଛି ଆସିବ ନାହିଁ କାଲି ୧୨ ଟା ପରେ ଷ୍ଟ୍ରାଇକ ସବୁ ଦିନ ପାଇଁ ବନ୍ଦ ହୋଇପାରେ
😢1
This media is not supported in your browser
VIEW IN TELEGRAM
ଆପଣ ମାନେ ଆସନ୍ତୁ ଓ ନିଜର ଗୋଟେ ପୋଷ୍ଟ ନେଇକି ଯାଆନ୍ତୁ
❤7
Don't miss
Please open Telegram to view this post
VIEW IN TELEGRAM
❤23
Cockroaches Power💪
❤13🐳1
* *୩୦_ଯାଏଁ_OSSTET_ଆବେଦନ*
- *ଆସନ୍ତା ୩୦ ତାରିଖ ଯାଏଁ ବଢ଼ିଲା OSSTET ଆବେଦନ ଅବଧି*
- *ଆବେଦନ ଅବଧି ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ*
👍7
Please open Telegram to view this post
VIEW IN TELEGRAM
❤6
◻OTET PASS OUT PAPER 1 & PAPER 2 2026
👌1
CTET EXAM DATE
😱1
OSSTET CDP Blueprint Notes.pdf
3.1 MB
📢 OSSTET CDP NOTES


ପ୍ରିୟ ଛାତ୍ରଛାତ୍ରୀମାନେ,
OSSTET CDP Blueprint Notes ର କାମ ପ୍ରାୟ ଶେଷ ହୋଇଛି, କେବଳ କିଛି ୟୁନିଟ୍ (Units) ବାକି ଅଛି।

✨ ବିଶେଷତ୍ୱ:

⭕️ Point-Wise ସିଲାବସ୍ ଏବଂ High-Quality ନୋଟ୍ସ।

🔒 ସମ୍ପୂର୍ଣ୍ଣ ହେବା ମାତ୍ରେ ହିଁ PDF ଟି ଅପ୍‌ଲୋଡ୍ କରିଦିଆଯିବ।

ଆକ୍ଟିଭ୍ ରୁହନ୍ତୁ! 👍


ଏମିତି ନୋଟ୍ ଆପଣ ଆଗରୁ କେବେ ପଢ଼ି ନଥିବେ ଏବଂ ଥରେ ପଢ଼ିଲେ ୧୦୦% ମନେ ରହିବ।
❤17
📘 OSSTET CDP BLUEPRINT
🔥 100% BIT-BY-BIT SYLLABUS COVERAGE 🔥

🎯 OSSTET EXAM – SEP 30
💯 CDP ରେ 50/50 TARGET!
OSSTET Exam ର Child Development & Pedagogy (CDP) Section ରେ Full Marks Target କରୁଛନ୍ତି କି? 🔥

ତାହେଲେ ଆପଣଙ୍କ ପାଇଁ CAREER ODISHA ନେଇଆସିଛି—

📚 OSSTET CDP BLUEPRINT E-BOOK

ଏହି Book ରେ OSSTET CDP Syllabus କୁ Bit-by-Bit, Topic-by-Topic ଏବଂ Sub-topic-by-Sub-topic ଭାବରେ cover କରାଯାଇଛି।

✨ WHY THIS BOOK?

✅ 100% Syllabus Coverage
OSSTET CDP Syllabus ର ପ୍ରତ୍ୟେକ Topic & Sub-Topic କୁ carefully cover କରାଯାଇଛି।

✅ BIT-BY-BIT Preparation
କୌଣସି important syllabus point କୁ skip ନକରି complete coverage ଉପରେ focus କରାଯାଇଛି।

🔥 IMPORTANT:

ଆପଣ ଏହି Book କୁ Syllabus ଅନୁସାରେ complete କରି ପଢ଼ିଲେ, CDP ପାଇଁ ଆପଣଙ୍କ preparation କୁ ଏକ strong direction ମିଳିବ।

📌 ଏହି Book ର Content OSSTET CDP Syllabus ଉପରେ ଏତେ systematically prepared ଯେ ଏହା ବାହାରୁ ଗୋଟେ ବି ପ୍ରଶ୍ନ ଆସିବ ନାହିଁ । 🔥

🧠 SMART & CRISP NOTES
Short + Precise + Easy-to-Understand Notes

➡️ Fast Revision
➡️ Quick Recall
➡️ Exam-Oriented Preparation

🎯 TARGET – CDP 50/50 💯

🎁 BIG ANNOUNCEMENT – COMPLETELY FREE!

❤️ OSSTET CDP BLUEPRINT E-BOOK
Career Odisha ର ସମସ୍ତ Students & Subscribers ପାଇଁ COMPLETELY FREE!


📱 E-Book କେଉଁଠି ପାଇବେ?
👉 CAREER ODISHA APP Open କରନ୍ତୁ
👉 Teaching Exams Section କୁ ଯାଆନ୍ତୁ
👉 OSSTET CDP BLUEPRINT Check କରନ୍ତୁ

👉 ଏବେଠାରୁ Smart Notes ପଢ଼ନ୍ତୁ 📖🔥
⏳ OSSTET EXAM – SEP 30
ସମୟ ଆଉ ଅଧିକ ନାହିଁ!

❌ Random Preparation ନୁହେଁ
❌ Important Topic ପାଇଁ Guesswork ନୁହେଁ

✅ Complete Syllabus Coverage
✅ Bit-by-Bit Study
✅ Smart Revision
✅ 50/50 Target 💯

⭐ ONE SMALL REQUEST ❤️
ଯଦି ଏହି FREE E-BOOK ଆପଣଙ୍କ Preparation ରେ useful ହୁଏ, ତାହେଲେ—
📲 Play Store → CAREER ODISHA APP

⭐ 5-Star Rating
✍️ Positive Review ନିଶ୍ଚୟ ଦିଅନ୍ତୁ। 🙏

ଆପଣଙ୍କର ଗୋଟିଏ Rating & Review ଆମକୁ ଆହୁରି Quality Notes, E-Books & Study Materials FREE ରେ provide କରିବା ପାଇଁ motivation ଦେବ। ❤️

🔥 ପଢ଼ନ୍ତୁ Smart
📚 Revise କରନ୍ତୁ Smart
🎯 Target କରନ୍ତୁ 50/50

📲 CAREER ODISHA APP

💥Direct Link -
https://play.google.com/store/apps/details?id=com.nljtln.mwujha

🎓 Your Complete Teaching Exam Preparation Partner

📢 ଏହି Message ଟି ଆପଣଙ୍କ OSSTET Friends & Study Groups ରେ SHARE କରନ୍ତୁ। ❤️ ଜଣେ Student ମଧ୍ୟ ଏହି Free Book ରୁ Benefit ନେଇପାରିଲେ, ଆମର effort successful। 🙌
❤4😢1