Ama College
800 subscribers
108 photos
1 video
81 files
275 links
Hy Everyone,
Welcome to Ama College
Download Telegram
eyJpdiI6IjJPVnNJM1hubGxpc09FVXlWU0ZmTVE9PSIsInZhbHVlIjoiWk81eDB.pdf
138.3 KB
NUA O SCHOLARSHIP NEW ଅନେକ୍ସର ଫର୍ମ 👍
👍1
FULL VIDEO ☝️☝️☝️
Forwarded from Ama College (Satyabrata Pradhan)
eyJpdiI6IjJPVnNJM1hubGxpc09FVXlWU0ZmTVE9PSIsInZhbHVlIjoiWk81eDB.pdf
138.3 KB
NUA O SCHOLARSHIP NEW ଅନେକ୍ସର ଫର୍ମ 👍
👍3
Ama College - ଆମ କଲେଜ୍ ପରିବାର ଆଜି ୧୧,୦୦୦ ସୀମା ପାର୍ କରିଦେଲା। ଧନ୍ୟବାଦ୍ ତୁମ ସମସ୍ତଙ୍କୁ ଏତେ ସାରା ଭଲ ପାଇବା ଦେଇଥିବାରୁ 🥲 Love You All 🖤
👍4
https://youtu.be/eb_PV765eJ8?si=TpfaOT1Wh2JWWFNl


*NUA O SCHOLARSHIP 2024 ALL DETAILS AS PER GOVERNMENT NEW RULES*

MUST SHARE WITH YOUR EVERY PLUS THREE AND PG FRIENDS

ମୋର ଲକ୍ଷ୍ୟ ପ୍ରତି ପିଲା ଯିଏ କି +୩ କିମ୍ବା ପିଜି କରୁଛି ସେ ଏଇଟା ଆବେଦନ କରିଦେଇ ଏବଂ ତାକୁ ପଇସା ମିଲିଯାଉ l
👍2
"Bad times don't make bad people; they make strong people."
5😁1
https://youtu.be/FFoBTi8hI1M?si=UMq7-Xh5OBEZf80o

Nua - O Scholarship New Annexure Form Fillup

ସମସ୍ତେ ଆବେଦନ କରନ୍ତୁ l ଆଜି ହିଁ ଆବେଦନ କରନ୍ତୁ ନିଜ କଲେଜ କୁ ଯାଇକି ll

ମୋର ଲକ୍ଷ୍ୟ ଏଇଟା କି ଓଡ଼ିଶାରେ +୩ ଏବଂ ପିଜି ପଢ଼ୁଥିବା ସବୁ ପିଲା ଏ ପଇସା ପାଇବା ଦରକାର ll

Share with your all +3 and pg friends
https://youtu.be/ZH-QwW4eZSw?si=icPdkbHXsj_H1rmP

NUA-O SCHOLARSHIP 2024

ଆଜିଠୁ ପଇସା ଆସିବା ଆରମ୍ଭ

ନିଜ ସ୍କଲାରସିପ୍ ଷ୍ଟାଟସ୍ ଚେକ୍ କର , କଲେଜ ୱାଲା ଆବେଦନ କରିଛନ୍ତି ତ? ନା ଖାଲି ଡକ୍ୟୁମେଣ୍ଟ ନେଇକି ଥୋଇ ଦେଇଛନ୍ତି l
*RISK IS ALWAYS BETTER THAN REGRET*
👍1🥰1👏1
https://youtu.be/TaVU-ZAZaoI?si=Pv0dkVlg4D5OCuTv

NUA O SCHOLARSHIP 2024

କାଲି ଶେଷ ଦିନ ଆବେଦନ ର ସମସ୍ତେ ଆବେଦନ କର Il ଯେଉଁମାନେ କଲେଜ ରେ ଫର୍ମ ଦେଇକି ଆସିଛ ସେମାନେ ଚେକ୍ କର କଲେଜ ତୁମର ଆବେଦନ କରିଛି ନା ଖାଲି ଫର୍ମ ନେଇକି ଥୋଇ ଦେଇଛି
👍1
https://t.me/bripstutorial

AMA COLLEGE DISCUSSION GROUP
👏1
କାଲି ଆସିଛି ନୂଆ ଓ ପଇସା।👌
ବି. ଦ୍ର:- ଗୋଟେ ପିଲାଟି ମତେ ଏହି ଫୋଟୋ ଟି ପଠଇଥିଲେ ତ ସମସ୍ତେ ନିଜ ନିଜ ଷ୍ଟାଟସ୍ ଚେକ୍ କରି ଠିକ୍ ଥିଲେ ଅପେକ୍ଷା କରନ୍ତୁ।