Ama College
809 subscribers
108 photos
1 video
81 files
275 links
Hy Everyone,
Welcome to Ama College
Download Telegram
ଆଜି ଆସୁଛି, ଖରା ଦିନିଆ ସନ୍ଧ୍ୟା ବେଳ ମାହୋଲ କୁ ଆଉ ଟିକେ ଗରମ କରିବା ପାଇଁ II ବଜାରରେ ମିଳୁଥିବା DUPLICATE PGDCA CERTIFICATE ବିଷୟରେ ଖୋଲା କଥା II
👍2
https://youtu.be/sB_cF1lyePI?si=1A0f6Ym2dSAnWIK5


PGDCA COMPUTER COURSE SCAM

ନିଜ ବ୍ୟସ୍ତ ବହୁଳ ଜୀବନ ରୁ ୧୦ମିନିଟ୍ ଫ୍ରି ସମୟ କାଢି ଏ ଭିଡିଓ ଟି ଦେଖି ନିଅନ୍ତୁ।

ଏ ଭିଡିଓ ତୁମ FUTURE ସହ DIRECT LINK , PGDCA CERTIFICATE ଯାହା ବି ରଖିଚ କରୀକି ସେଇଟା ରିଅଲ ନା ଫେକ୍
👍4
Valid-and-Invalid-Certificate-in-Ganjam-GRS (1).pdf
6.3 MB
OS-CIT VS PGDCA ଦେଖିନିଅ, ଏଇଟା ମୁଁ ଗୋଟିଏ ଜିଲ୍ଲାର ଗୋଟିଏ ନିଯୁକ୍ତି ର ଗୋଟିଏ ରିଯେକ୍ଟ୍ ଲିଷ୍ଟ ର ଗୋଟିଏ ପେଜ୍ ଦେଲି। ସେହିଭଳି ହିସାବ କରିନିଅ କେତେ ଟା ଜିଲ୍ଲା ଅଛି କେତେ ପ୍ରକାରର ପୋଷ୍ଟ ବାହାରୁଚି ଆଉ କେତେ ପିଲା ଏଇ ଗୋଟେ PGDCA CERTIFICATE ପାଇଁ ରିଜେକ୍ଟ୍ ହେଉଥିବେ I ତୁମ ଭବିଷ୍ୟତ ତୁମ ହାତରେ
ଏ ପର୍ଯ୍ୟନ୍ତ ସାଇଟ୍ କାମ କରିବାକୁ ନାହିଁ, ଥରେ ଆରମ୍ଭ ହେଇଗଲେ ଫୁଲ୍ ଡିଟେଲସ୍ ଭିଡ଼ିଓ ଆଣିବା
👍8🥰1
କାଲି ସକାଳ ୬:୩୦ ରେ ଆସିଯିବ ତୁମ ମାନଙ୍କ ପାଇଁ
👍3
https://youtu.be/nWNcBBflrnI?si=1QKaF87_bI2znl8M

NABIN ODISHA MAGIC CARD ONLINE APPLY 2024, FULL LIVE PROCESS

ଯଦି ଏ ଭିଡ଼ିଓ ଦେଖିବା ପରେ ମଧ୍ୟ ଆପଣ ମୋବାଇଲ୍ ରେ ଆବେଦନ କରି ପାରୁ ନାହାନ୍ତି ତ ବ୍ୟସ୍ତ ହେବାର ନାହିଁ। ଆମେ ଆମର TECH ଟିମ୍ କୁ ମଧ୍ୟ ଆଘ ଅପେକ୍ଷା ବଢେଇ ସାରିଚୁ, ଏବେ ଆପଣ ଚାହିଁଲେ ଆପଣଙ୍କ ଘରେ ଥାଇକି ଆମ Tech ଟିମ୍ ଠାରୁ ଆବେଦନ କରେଇପାରିବେ ବହୁତ୍ କମ୍ ଶୁକ୍ଲ ଦେଇ , ତ ଯଦି ଆପଣ ଇଚ୍ଛୁକ ତେବେ 9078990958 ନମ୍ବର ରେ “Apply Magic Card” ମେସେଜ କରି ଦିଅନ୍ତୁ ଆମେ ଆପଣଙ୍କ ସହ କଥା ହେଇ ଆପଣଙ୍କ ଆବେଦନ କରେଇନେବୁ।
3
GET ODISHA GOVERNMENT COMPUTER CERTIFICATE THROUGH ONLINE AND OFFLINE MODE* 💻 *EXAM CONDUCT & CERTIFICATION BY ODISHA STATE OPEN UNIVERSITY, SAMBALPUR
👍3
ଯେଉଁ ପିଲାମାନେ ଆମ ପାଖରେ ଅନଲାଇନ୍ ଜରିଆରେ ଓଡ଼ିଶା ସରକାରଙ୍କ ଅନୁମୋଦିତ କମ୍ୟୁଟର କୋର୍ସ କରିବାକୁ ଚାହୁଁଛନ୍ତି ମତେ 9078990958 ରେ ମେସେଜ କରନ୍ତୁ। ଓଡ଼ିଶା ସରକାରଙ୍କ ଦ୍ଵାରା ଏହି ଖରା ଛୁଟି ପାଇଁ ବହୁତ୍ କମ୍ ଖର୍ଚ୍ଚ ରେ ଏହି ଶିକ୍ଷା ଯୋଗାଇବା ପାଇଁ ଯୋଜନା କରାଯାଇଛି । ଅଧିକ ଜାଣିବା ପାଇଁ ମେସେଜ କରନ୍ତୁ।

LETS JOIN THE NEW ERA OF TECHNOLOGY
👍2
Odisha Govt. Computer Course

ODISHA STATE CERTIFICATE IN INFORMATION TECHNOLOGY (OS-CIT)


Computers Course Fees

◆ ଆମର ଅଫଲାଇନ୍ ବ୍ୟାଚ୍ ୩,୯୯୯/- ଟଙ୍କା (ଆଡ଼ମିଶନ୍ + ସଂପୂର୍ଣ୍ଣ ପାଠ ପଢ଼ା)


◆ ଆମର ଅନଲାଇନ୍ ବ୍ୟାଚ୍ ୧,୯୯୯/- ଟଙ୍କା (ଆଡ଼ମିଶନ୍ + ସଂପୂର୍ଣ୍ଣ ପାଠ ପଢ଼ା)

Computer Course Duration

◆ ୩ ମାସରେ ପାଠ ପଢ଼ା ଶେଷ
◆ ସରକାରଙ୍କ ତରଫରୁ ଚତୁର୍ଥ ମାସରେ ପରୀକ୍ଷା ହେବ
◆ ପଞ୍ଚମ ମାସରେ ରେଜଲ୍ଟ ବାହାରିବ
◆ ଷଷ୍ଠ ମାସରେ ସାର୍ଟିଫିକେଟ୍ ଘରକୁ Postal ରେ ଯିବ


କିପରି ପାଠ ପଢ଼ା ହେବ

◆ ଆଡ଼ମିଶନ୍ କରିବାର ଏକ ଘଣ୍ଟା ମଧ୍ୟରେ ସରକାରଙ୍କ ତରଫରୁ User I'd & Password ଦିଆଯିବ ....
◆ Govt. Website & App ମଧ୍ୟରେ Login କରି ପାଠ ପଢ଼ି ପାରିବ ....
◆ Computer Course ଉଭୟ ଓଡ଼ିଆ ଏବଂ ଇଂରାଜୀ ରେ ଉପଲବ୍ଧ ଅଛି
◆ ସପ୍ତାହରେ ଦୁଇ ଥର Live Doubts Clear Class ହେବ


👉ପରୀକ୍ଷାରେ ସମସ୍ତ ସହଯୋଗ ଆମ ତରଫରୁ ହେବ👈

Govt. Computer Course ଆମ ପାଖରେ କରିବା ପାଇଁ ଆମକୁ Message କରନ୍ତୁ (No. 9078990958) 👍
👍5
Media is too big
VIEW IN TELEGRAM
ଏହି ଭଳି ଠକାମୀ ଠାରୁ ସତର୍କ ହୋଇ ରୁହନ୍ତୁ
TODAY SAMBAD PAPER ଯଦି ଆପଣ ବି ଏହି ଓଡ଼ିଶା ସରକାରଙ୍କ ସରକାରଙ୍କ କମ୍ପ୍ୟୁଟର ଶିକ୍ଷା ପାଇବା ପାଇଁ ଇଛୁକ ତେବେ ଅଧିକ ଜାଣିବା ପାଇଁ 9078990958 ରେ ମେସେଜ କରନ୍ତୁ
👍1
OS-CIT FINAL CERTIFICATE DETAILS
https://youtu.be/BFAaWAQUfsI

OSCIT ଅନଲାଇନ ବ୍ୟାଚ ବିଷୟରେ ସମସ୍ତ ପ୍ରଶ୍ନ ର ଉତ୍ତର। ଏବଂ ସମୂର୍ଣ୍ଣ ଆଲୋଚନା। ଆଡ଼ମିଶନ ଠାରୁ ନେଇ CERTIFICATE ପାଇବା ପର୍ଯ୍ୟନ୍ତ

ଅଧିକ ଜାଣିବା ପାଇଁ 9078990958 ନମ୍ବରେ “OSCIT” ଲେଖି ମେସେଜ କରନ୍ତୁ l
👍1
ରାଜ୍ୟର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି

ସମସ୍ତ ୟୁଜି, ପିଜି ପିଲାଙ୍କୁ ଛାତ୍ରବୃତ୍ତି ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି

ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ବୃତ୍ତି ପାଉଥିଲେ

ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ପାଇବେ
*ସମୟ କାଢ଼ି ସମୁର୍ଣ୍ଣ ପଢ଼ନ୍ତୁ ଏବଂ ଠକାମୀ ଠାରୁ ସତର୍କ ହୋଇ ରୁହନ୍ତୁ*
👍2
ଓଡ଼ିଶା ସରକାରଙ୍କ ଏହି ଗାଜେଟ ଅନୁଯାୟୀ ବଜାରରେ ମିଳୁଥିବା ୧୦ମ, +୨ କିମ୍ବା +୩ ପରେ କରୁଥିବା DCA & PGDCA କୋର୍ସ ଆଉ କାମ କରିବ ନାହିଁ । ଯଦି DCA କିମ୍ବା PGDCA କରୁଛନ୍ତି ତେବେ ସେଇଟା ଏକ ୟନଭରସିଟିରେ କରନ୍ତୁ କିମ୍ୱା OKCL ସେଣ୍ଟର୍ ରେ OSCIT କରନ୍ତୁ।
👍4