Ama College
807 subscribers
108 photos
1 video
81 files
275 links
Hy Everyone,
Welcome to Ama College
Download Telegram
https://youtu.be/uuas2vMTJNA

ଯାହାର ସବୁ ଡାଟା (ନାମ, ଆକାଉଣ୍ଟ୍ ନମ୍ବର, ଇତ୍ୟାଦି) ଭୁଲ୍ ପଡ଼ିଥିଲା ବୋଲି କହିଥିଲ ଆଜି ହିଁ ଯାଇକି କଲେଜ ରେ କଥା ହୁଅନ୍ତି ଏବଂ ତାକୁ ଠିକ୍ କରାଇ Re-Apply କରେଇ ନିଅନ୍ତୁ।

ଯଦି କଲେଜ ରେ ଜାଣି ପାରୁନାହାନ୍ତି କେମିତି ସଂଶୋଧନ କରିବେ ତାହେଲେ ସେଠୀ ଉପସ୍ଥିତ ଥିବା ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଏହି ଭିଡିଓ ଦେଖାନ୍ତୁ ଏଥିରେ ପୁରା ପ୍ରୋସେସ ମୁଁ କହିଦେଇଛି
👍4
https://youtu.be/q8RBJ277iTQ?si=OnTFG1aXRcL-dqnc

LABOUR CARD SCHOLARSHIP 2024

ସବୁ ପିଲା ଏଥି ପାଇଁ ଯୋଗ୍ୟ ଅଲଗା ସ୍କଲାରସିପ୍ ପକାଇଥିଲେ ବି ଏଇଟା ପକେଇ ହେବ ବାସ୍ ତୁମ ବାବା କିମ୍ବା ମାଆଙ୍କ ଭିତରୁ ଯାହାର ଜଣଙ୍କର ବି ଲେବର କାର୍ଡ ଥିବା ଦରକାର
👍4
👍2
Hello Everyone,
ଆଜି କିଛି ପିଲା ମତେ ସେ ଲିଷ୍ଟ ବିଷୟରେ ପଚାରୁଛନ୍ତି ତ ସେ ଲିଷ୍ଟ କାଲି ରାତିରେ ମୋ ପାଖକୁ ଆସିଥିଲା ଆମରି ଏଇ ଗ୍ରୁପ୍ ର ଜଣେ ପିଲା ମତେ ପଠେଇଥିଲେ କିନ୍ତୁ ମତେ ସେ ଲିଷ୍ଟ ଉପରେ Govt ର କିଛି ପ୍ରୁଭ୍ ଜଣା ପଡିଲାନି ସୋ ମୁ ତାକୁ ତୁମ ମାନଙ୍କ ଆଘକୁ ଆଣିଲି ନାହିଁ। ଯଦି govt ରୁ ସେମିତି କିଛି ଆସେ ତ ସେଇଟା ସର୍ବ ପ୍ରଥମେ ତମେ Ama College YouTube Channel ଏବଂ Ama College WhatsApp Group କିମ୍ବା Telegram Group ରେ ପାଇଯିବ।
👍9
BEST COMMENT TILL NOW. LOVE YOU 3000❤️
11👍4
5
👍11
This media is not supported in your browser
VIEW IN TELEGRAM
15K COMPLETE IT'S NOT ONLY MINE WORK IT IS ALL ABOUT YOUR LOVE AND SUPPORT LOVE YOU ALL ❤️
8👍4😁1
https://youtu.be/epjzcqE4UTU?si=MqEeebanoMJZje1o

NUA O SCHOLARSHIP

NABIN ODISHA MAGIC CARD

ଆଜି କେଉଁ ଜିଲ୍ଲାରେ ନୂଆ-ଓ ସ୍କଲାରସିପ୍ ବିତରଣ କରାଯିବ ସେ ନେଇ କିଛି ବି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ଆସିବାକୁ ନାହିଁ । ଯଦି ପରେ ଆସିଲା ମୁଁ ତୁମ ସମସ୍ତଙ୍କୁ ଜଣେଇ ଦେବି ।

ସେତିକି ସମୟ ଯାଏଁ ଟିକେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ବିଷୟରେ ଜାଣି ଦିଅ l
👍51
ଆଜି ବାଲେଶ୍ଵର
👍5🤯5🥰2🤡2
NUA O ONLINE APPLY AASIGALA
👍1